ସମ୍ଭାଲ

ଉଇକିପିଡ଼ିଆ ରୁ
(Sambhal ରୁ ଲେଉଟି ଆସିଛି)
Jump to navigation Jump to search
Sambhal

سنبھل संभल
City
Country India
StateUttar Pradesh
ସ୍ଥାପନକର୍ତ୍ତାPrithviraj Chauhan
ସରକାର
 • ପ୍ରକାରMunicipality
କ୍ଷେତ୍ରଫଳ
 • ମୋଟ16 km2 (6 sq mi)
Elevation
293 m (961 ft)
ଜନସଂଖ୍ୟା
 (2014)[୧]
 • ମୋଟ୨୨୦
 • ଘନତା11,433/km2 (29,610/sq mi)
Demonym(s)Sambhali
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
244302
Telephone code(+91) (05923)
ଗାଡ଼ି ପଞ୍ଜିକରଣUP 38 Old registration = UP 21 (Till 2011)
ୱେବସାଇଟsambhal.nic.in


ସମ୍ଭାଲ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସମ୍ଭାଲ ୨୮.୫୮୩୨ ଉତ୍ତର ଅକ୍ଷାଂଶ ଓ ୭୮.୫୬୬୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସମ୍ଭାଲ ସହରର ମୋଟ ଜନସଂଖ୍ୟା ୧୮୨୯୩୦ ଅଟେ ।[୩] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ସମ୍ଭାଲର ସାକ୍ଷରତା ହାର ୩୪.୯୫% ଅଟେ । ଏହା ଜାତୀୟ ହାର ଠାରୁ ୨୯.୮୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୧.୨୬% ପ୍ରତିଶତ ପୁରୁଷ ଓ ୧୩.୬୯% ନାରୀ ଅଟନ୍ତି । ୧୮.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସମ୍ଭାଲର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]