Jump to content

ସଲମାନ ଅଲୀ

ଉଇକିପିଡ଼ିଆ‌ରୁ
(Salman Aliରୁ ଲେଉଟି ଆସିଛି)
ସଲମାନ ଅଲୀ
Background information
ଜନ୍ମପୁନହାନା, ହରିୟାଣା ମେୱାଟ, ଭାରତ
ଜନ୍ମସ୍ଥାନମେୱାଟ
ଶୈଳୀ
  • ସୁଫି
  • ରକ୍
  • ପପ୍
ପେଷାପ୍ରଚ୍ଛଦପଟ ଗାୟକ
ବାଦ୍ୟଯନ୍ତ୍ର
  • ଭୋକାଲ
  • କି-ବୋର୍ଡ଼
କାର୍ଯ୍ୟକାଳ୨୦୧୧–ଏବେଯାଏଁ

ସଲମାନ ଅଲୀ ଜଣେ ଭାରତୀୟ ପ୍ରଚ୍ଛଦପଟ ଗାୟକ ଓ କଣ୍ଠଶିଳ୍ପୀ । ସେ ଇଣ୍ଡିଆନ୍ ଆଇଡଲ୍‌ର ୧୦ମ ସଂସ୍କରଣର ବିଜେତା ଥିଲେ ।[] ୨୦୧୧ ମସିହାର ସା ରେ ଗା ମା ପା ଲି'ଲ୍ ଚାମ୍ପସ୍‌ର ପ୍ରଥମ ଉପ-ବିଜେତା ଥିଲେ ।[][][] ୨୦୧୯ ମସିହାରେ, ସେ ସାଟେଲାଇଟ୍ ଶଙ୍କର କଥାଚିତ୍ରରେ, ଜୟ ହେ ଗୀତ ଜରିଆରେ କଥାଚିତ୍ରରେ ଜଣେ ପ୍ରଚ୍ଛଦପଟ ଗାୟକ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେହି ବର୍ଷ, ସେ ସଲମାନ ଖାନ୍‌ଙ୍କ ଦବଙ୍ଗ ୩ କଥାଚିତ୍ରରେ କଣ୍ଠଦାନ କରିଥିଲେ ।[] ସୋନି ଟିଭିର ଧାରାବାହିକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟର ଶୀର୍ଷକ ଗୀତ ମଧ୍ୟ ସେ ଗାଇଥିଲେ ।

ପୃଷ୍ଠଭୂମି

[ସମ୍ପାଦନା]

ସଲମାନ ହରିୟାଣାର ନୁହ ଜିଲ୍ଲାର ପୁନହାନାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ୪ ପୁରୁଷରୁ, ସେମାନେ ସଙ୍ଗୀତକୁ ପେଶା କରି ଜୀବନଜାପନ କରୁଛନ୍ତି ।[][][]

ଟେଲିଭିଜନ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ମନ୍ତବ୍ୟ
୨୦୧୧ ସା ରେ ଗା ମା ଲି'ଲ୍ ଚାମ୍ପସ୍ ୨୦୧୧ ପ୍ରତିଯୋଗୀ ଜୀ ଟିଭି ଉପ-ବିଜେତା
୨୦୧୮ ଇଣ୍ଡିଆନ୍ ଆଇଡଲ୍ - ସିଜିନ୍ ୧୦ ସୋନି ଟିଭି ବିଜେତା
୨୦୧୯ ସୁପର୍‌ଷ୍ଟାର୍ ସିଙ୍ଗର୍ - ସିଜିନ୍ ୧ କ୍ୟାପ୍ଟେନ୍
୨୦୨୧ ଇଣ୍ଡିଆନ୍ ପ୍ରୋ ମ୍ୟୁଜିକ୍ ଲିଗ୍ ଜୀ ଟିଭି
୨୦୨୨ ସୁପର୍‌ଷ୍ଟାର୍ ସିଙ୍ଗର୍ - ସିଜିନ୍ ୨ କ୍ୟାପ୍ଟେନ୍ ସୋନି ଟିଭି
୨୦୨୪ ସୁପର୍‌ଷ୍ଟାର୍ ସିଙ୍ଗର୍ - ସିଜିନ୍ ୩
  1. "Meet Salman Ali, The Winner Of Indian Idol 10; Ankush Bhardwaj And Neelanjana Ray Are Runners-Up". NDTV.com. Retrieved 17 April 2019.
  2. "Salman Ali wins Indian Idol Season 10". The Indian Express (in ଇଂରାଜୀ). 23 December 2018. Retrieved 24 December 2018.
  3. "Indian Idol 10 winner: Haryana's Salman Ali bags the trophy – Times of India". The Times of India (in ଇଂରାଜୀ). 24 December 2018. Retrieved 24 December 2018.
  4. "Meet Salman Ali, The Winner Of Indian Idol 10; Ankush Bhardwaj And Neelanjana Ray Are Runners-Up". NDTV.com. Retrieved 24 December 2018.
  5. Baddhan, Raj (12 November 2019). "Salman Ali makes Bollywood debut with 'Dabangg 3' song Awara". BizAsia. Retrieved 9 November 2020.
  6. "Who is Salman Ali? Here's everything you need to know about the Indian Idol 10 winner | Entertainment News". www.timesnownews.com. Retrieved 24 December 2018.
  7. "Indian Idol 10 winner Salman Ali says he will fix his house's broken roof with Rs 25 lakh prize money". hindustantimes.com (in ଇଂରାଜୀ). Archived from the original on 5 January 2019. Retrieved 5 January 2019.
  8. "Indian Idol 10 winner: Salman Ali family, unseen photos, shows before Indian Idol – Times of India". The Times of India (in ଇଂରାଜୀ). 25 December 2018. Retrieved 5 January 2019.

ବାହାର ଲିଙ୍କ୍

[ସମ୍ପାଦନା]