ସାଗୱାରା

ଉଇକିପିଡ଼ିଆ‌ରୁ
(Sagwaraରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sagwara
city
ଦେଶIndia
ରାଜ୍ୟRajasthan
ଜିଲ୍ଲାDungarpur
subdivisionSagwara,subdistrict
Government
 • BodySUB DIVISIONAL MAGISTRATE
 • Rank1
Elevation
244 m (801 ft)
Population
 (2015)
 • Total୩୦,୦୦୦
ଭାଷା
 • ସରକାରୀHindi,Gujarati,wagdi
Time zoneUTC+5:30 (IST)
Websitehttp://sagwara.webs.com/

ସାଗୱାରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଦୁଙ୍ଗର୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାଗୱାରା ୨୩.୬୭୩୭ ଉତ୍ତର ଅକ୍ଷାଂଶ ଓ ୭୪.୦୨୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଗୱାରା ସହରର ମୋଟ ଜନସଂଖ୍ୟା ୩୦୯୯୩ ଅଟେ ।[୨] ସେଥି ମଧ୍ୟରୁ ୪୯.୨୯% ଜଣ ପରୁଷ ହୋଇଥିବା ବେଳେ ୫୦.୭୧% ଜଣ ନାରୀ ଅଟନ୍ତି । ସାଗୱାରାର ସାକ୍ଷରତା ହାର ୫୮.୬୩% ଅଟେ । ଏହା ଜାତୀୟ ହାରଠାରୁ ୬.୨୧% ପ୍ରତିଶତ କମ ଅଟେ । ସେଥିରୁ ୩୩.୩୩% ପ୍ରତିଶତ ପୁରୁଷ ଓ ୨୫.୩୧% ନାରୀ ଅଟନ୍ତି । ୧୬.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ସାଗୱାରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]