ସାଫିପୁର
(Safipur ରୁ ଲେଉଟି ଆସିଛି)
Jump to navigation
Jump to search
Safipur | |
---|---|
city | |
Location in Uttar Pradesh, India | |
ଅବସ୍ଥିତି: 26°44′N 80°21′E / 26.73°N 80.35°ECoordinates: 26°44′N 80°21′E / 26.73°N 80.35°E | |
ଦେଶ India | ![]() |
ରାଜ୍ୟ | Uttar Pradesh |
ଜିଲ୍ଲା | Unnao |
ସ୍ଥାପନକର୍ତ୍ତା | Makhdum Shah Safvi |
ଉଚ୍ଚତା | 129 m (423 ft) |
ଜନସଂଖ୍ୟା (2001) | |
• ମୋଟ | ୨୨,୪୦୨ |
ଭାଷା | |
• ସରକାରୀ | Hindi |
IST (UTC+5:30) | |
ପିନ କୋଡ଼ | 209871 |
ସାଫିପୁର ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ଉତ୍ତର ପ୍ରଦେଶର ଉନ୍ନଓ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ସାଫିପୁର ୨୬.୭୩୭୮ ଉତ୍ତର ଅକ୍ଷାଂଶ ଓ ୮୦.୩୪୩୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଫିପୁର ସହରର ମୋଟ ଜନସଂଖ୍ୟା ୨୨୪୦୨ ଅଟେ ।[୨] ସେଥି ମଧ୍ୟରୁ ୫୨.୧୯% ଜଣ ପରୁଷ ହୋଇଥିବା ବେଳେ ୪୭.୮୧% ଜଣ ନାରୀ ଅଟନ୍ତି । ସାଫିପୁରର ସାକ୍ଷରତା ହାର ୪୫.୭୨% ଅଟେ । ଏହା ଜାତୀୟ ହାର ଠାରୁ ୧୯.୧୨% ପ୍ରତିଶତ କମ ଅଟେ । ସେଥିରୁ ୨୭.୪୮% ପ୍ରତିଶତ ପୁରୁଷ ଓ ୧୮.୨୪% ନାରୀ ଅଟନ୍ତି । ୧୭.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ସାଫିପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.