Jump to content

ସଚଳ ତ୍ୟାଗୀ

ଉଇକିପିଡ଼ିଆ‌ରୁ
(Sachal Tyagiରୁ ଲେଉଟି ଆସିଛି)
ସଚଳ ତ୍ୟାଗୀ
ଜନ୍ମ
ପେଷାଅଭିନେତା

ସଚଳ ତ୍ୟାଗୀ ଜଣେ ଭାରତୀୟ ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ହିନ୍ଦୀ ଧାରାବାହିକ ଅଗ୍‌ଲେ ଜନମ ମୋହେ ବିଟିୟା ହି କିଜୋରେ ସେ ଅଭିନୟ କରିଥିଲେ ।[୧][୨] ଜୀ ଟିଭିରେ ପ୍ରସାରିତ ଧାରାବାହିକ ହେଲୋ ପ୍ରତିଭାରେ ସେ ମହେନ୍ଦ୍ର ଭୂମିକାରେ ଅଭିନୟ କରିଥିଲେ ।[୩] ଧାରାବାହିକ ମନ କୀ ଆୱାଜ ପ୍ରତିଜ୍ଞା ୨ରେ, ସେ ଶକ୍ତି ସିଂହ ଭୂମିକାରେ ଅଭିନୟ କରିଥିଲେ ।

ଟେଲିଭିଜନ

[ସମ୍ପାଦନା]
  • ୨୦୦୭-୨୦୦୯: ଘର ଏକ ସପ୍ନା
  • ୨୦୦୮-୨୦୦୯: ମାତା କି ଚୌକି
  • ୨୦୧୦: ଅଗ୍‌ଲେ ଜନମ ମୋହେ ବିଟିୟା ହି କିଜୋ[୪][୫]
  • ୨୦୧୫: ହେଲୋ ପ୍ରତିଭା[୬]
  • ୨୦୨୧: ମନ କୀ ଆୱାଜ ପ୍ରତିଜ୍ଞା ୨
  • ୨୦୨୩-୨୦୨୪: ଆଇନା
  • ୨୦୨୫: ଜନକ
  1. ↑ "Sachal's getting high on the sets - Times of India". The Times of India. 28 August 2010.
  2. ↑ Sachal’s marriage postponed - The Times of India
  3. ↑ 'Hello Pratibha' traces married woman's struggle - The Times of India
  4. ↑ Sachal turns veggie for love! - The Times of India
  5. ↑ Fan scolds 'villian' [sic] Sachal Tyagi - The Times of India
  6. ↑ Sachal Tyagi As Mahendra In Hello Pratibha-Zee Tv-New Show

ବାହାର ଲିଙ୍କ୍

[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ସଚଳ ତ୍ୟାଗୀ