ସାବଲଗଡ଼

ଉଇକିପିଡ଼ିଆ‌ରୁ
(Sabalgarhରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sabalgarh
सबलगढ़
city
Country India
StateMadhya Pradesh
DistrictMorena
Founded bySabla Singh
Government
 • MLAMeharban Singh Rawat
Elevation
212 m (696 ft)
Population
 (2011)
 • Total୪୦,୩୩୩
Languages
 • OfficialHindi
Time zoneUTC+5:30 (IST)
PIN
476229
Telephone code07536
ଯାନବାହାନ ପଞ୍ଚୀକରଣMP06
Sex ratio960 /


ସାବଲଗଡ଼ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ମୋରେନ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାବଲଗଡ଼ ୨୬.୨୪୯୨ ଉତ୍ତର ଅକ୍ଷାଂଶ ଓ ୭୭.୪୦୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାବଲଗଡ଼ ସହରର ମୋଟ ଜନସଂଖ୍ୟା ୨୯୫୯୭ ଅଟେ ।[୨] ସେଥି ମଧ୍ୟରୁ ୫୩.୬୬% ଜଣ ପରୁଷ ହୋଇଥିବା ବେଳେ ୪୬.୩୪% ଜଣ ନାରୀ ଅଟନ୍ତି । ସାବଲଗଡ଼ର ସାକ୍ଷରତା ହାର ୬୩.୮୪% ଅଟେ । ଏହା ଜାତୀୟ ହାରଠାରୁ ୧.୦୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୯.୫୩% ପ୍ରତିଶତ ପୁରୁଷ ଓ ୨୪.୩୦% ନାରୀ ଅଟନ୍ତି । ୧୫.୭୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ସାବଲଗଡ଼ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]