Jump to content

ଋଡ଼କୀ

ଉଇକିପିଡ଼ିଆ‌ରୁ
(Roorkeeରୁ ଲେଉଟି ଆସିଛି)
ଋଡ଼କୀ
Roorkee
रुड़की
ନଗର
The East India Company-era (1854) Ganeshpur bridge over the Ganges Canal in Roorkee, 2008
The East India Company-era (1854) Ganeshpur bridge over the Ganges Canal in Roorkee, 2008
Nickname: 
Shiksha Nagri (Education City)
ଦେଶ ଭାରତ
ରାଜ୍ୟଉତ୍ତରାଖଣ୍ଡ
ଜିଲ୍ଲାହରିଦ୍ୱାର
Government
  TypeMunicipal Corporation
  BodyNagar Nigam Roorkee
Elevation
268 m (879 ft)
Population
 (2012)[]
  Total୩,୫୫,୪୭୮
ଭାଷା
  ସରକାରୀହିନ୍ଦୀ
Time zoneUTC+୫:୩୦ (IST)
ପିନ୍
୨୪୭୬୬୭
ଟେଲିଫୋନ କୋଡ଼୯୧ ୧୩୩୨
ଯାନବାହାନ ପଞ୍ଚୀକରଣUK 17
ପୁରୁଷ-ନାରୀ ଅନୁପାତ1.12[] /
Distance from New Delhi172 kilometres (107 mi) SSW
Websitewww.roorkeecityonline.com

ଋଡ଼କୀ (ହିନ୍ଦୀ : रुड़की Rūṛkī) ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାରେ ଅବସ୍ଥିତ । ଏହି ସହର ଆଇ.ଆଇ.ଟି ପାଇଁ ପ୍ରସିଦ୍ଧ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ଋଡ଼କୀ, ୨୯.୮୬୩୧ ଉତ୍ତର ଅକ୍ଷାଂଶ ଓ ୭୭.୮୯୧୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୭୨ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଋଡ଼କୀ ସହରର ମୋଟ ଜନସଂଖ୍ୟା ୯୭୦୬୪ ଅଟେ ।[] ସେଥି ମଧ୍ୟରୁ ୫୨.୮୩% ଜଣ ପରୁଷ ହୋଇଥିବା ବେଳେ ୪୭.୧୭% ଜଣ ନାରୀ ଅଟନ୍ତି । ଋଡ଼କୀର ସାକ୍ଷରତା ହାର ୭୬.୪୯% ଅଟେ । ଏହା ଜାତୀୟ ହାରଠାରୁ ୧୧.୬୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୨.୫୬% ପ୍ରତିଶତ ପୁରୁଷ ଓ ୩୩.୯୩% ନାରୀ ଅଟନ୍ତି । ୧୧.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ, ଋଡ଼କୀର ସରକାରୀ ଭାଷା ଅଟେ ।

ପାଣିପାଗ

[ସମ୍ପାଦନା]
Roorkee
Climate chart (explanation)
JFMAMJJASOND
 
 
0
 
22
2
 
 
230
 
25
6
 
 
40
 
30
7
 
 
0
 
37
10
 
 
100
 
38
16
 
 
40
 
39
21
 
 
700
 
34
20
 
 
800
 
34
22
 
 
460
 
33
22
 
 
0
 
30
12
 
 
10
 
27
7
 
 
190
 
22
4
Average max. and min. temperatures in °C
Precipitation totals in mm
Source: GAIA case studies

ଆହୁରି ପଢନ୍ତୁ

[ସମ୍ପାଦନା]
  1. 1 2 "Census of India, 2011". Office of the Registrar General, India. 2 March 2002. Archived from the original on 16 June 2004. Retrieved 28 May 2010.
  2. "Directory of Cities, Towns, and Regions in India". Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]
  • ଋଡ଼କୀ travel guide from Wikivoyage
  • Chisholm, Hugh, ed. (1911). "Roorkee" . Encyclopædia Britannica Eleventh Edition. Vol. 23 (11th ed.). Cambridge University Press. p. 706.