Jump to content

ରିଭାଷ୍ଟିଗମାଇନ

ଉଇକିପିଡ଼ିଆ‌ରୁ
(Rivastigmineରୁ ଲେଉଟି ଆସିଛି)
ରିଭାଷ୍ଟିଗମାଇନ
Clinical data
Trade namesExelon, Prometax, others
AHFS/Drugs.commonograph
MedlinePlusa602009
data
Pregnancy
category
  • AU: B2
  • US: B (No risk in non-human studies)
    Routes of
    administration
    By mouth, transdermal patch
    Legal status
    Legal status
    Pharmacokinetic data
    Bioavailability60 to 72%
    Protein binding40%
    MetabolismLiver, via pseudocholinesterase
    Elimination half-life1.5 hours
    Excretion97% in urine
    Identifiers
    • (S)-3-[1-(dimethylamino)ethyl]phenyl N-ethyl-N-methylcarbamate
    ECHA InfoCard100.120.679 Edit this at Wikidata
    Chemical and physical data
    FormulaC14H22N2O2
    Molar mass୨୫୦.୩୪ g·mol−1
    3D model (JSmol)
    • O=C(Oc1cc(ccc1)[C@@H](N(C)C)C)N(CC)C
    • InChI=1S/C14H22N2O2/c1-6-16(5)14(17)18-13-9-7-8-12(10-13)11(2)15(3)4/h7-11H,6H2,1-5H3/t11-/m0/s1 checkY
    • Key:XSVMFMHYUFZWBK-NSHDSACASA-N checkY
      (verify)

    ରିଭାଷ୍ଟିଗମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଏକ୍ସେଲନ, ହେଉଛି ଏକ ଔଷଧ ଯାହା ଆଲଜିମର ରୋଗ କିମ୍ବା ପାର୍କିନ୍‌ସନ୍ ରୋଗରେ ହେଉଥିବା ଡିମେନ୍ସିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହି ଔଷଧଦ୍ୱାରା ସାମାନ୍ୟ ଉପକାର ହୁଏ ଏବଂ ବ୍ୟବହାର ଅନ୍ତର୍ନିହିତ ରୋଗ ପ୍ରଭାବିତ ହୁଏ ନାହିଁ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଦ୍ୱନ୍ଦ୍ୱ, ହାଲୁସିନେସନ ଏବଂ ଶୋଇବା ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[][] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମନ୍ଥର ହୃଦସ୍ପନ୍ଦନ, ମୂତ୍ର ଅବରୋଧ, ବାତ ଏବଂ ଆଲର୍ଜି ଚର୍ମ ରୋଗ ହୋଇପାରେ ।[] ଏହା ଏକ କୋଲିନଇଷ୍ଟରେଜ୍ ଅବରୋଧକାରୀ ଔଷଧ ଯାହା ମସ୍ତିଷ୍କରେ ଆସେଟିଲକୋଲିନ୍ ବୃଦ୍ଧି କରିଥାଏ ।[]

    ରିଭାଷ୍ଟିଗମାଇନ ୧୯୮୫ ମସିହାରେ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୯୭ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[] ୧୯୯୮ ମସିହାରେ ୟୁରୋପରେ ଏବଂ ୨୦୦୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହାକୁ ଅନୁମୋଦନ କରାଯାଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ବଟିକା ପାଇଁ ମାସକୁ ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୭ ଡଲାର ଅଟେ ।[]

    1. 1 2 3 4 5 "Rivastigmine Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 October 2021.
    2. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 319. ISBN 978-0-85711-369-6.{{cite book}}: CS1 maint: date format (link)
    3. 1 2 "Prometax". Archived from the original on 22 June 2021. Retrieved 18 October 2021.
    4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 540. ISBN 9783527607495. Archived from the original on 2021-08-29. Retrieved 2021-05-11.
    5. "Rivastigmine Prices, Coupons & Savings Tips - GoodRx". GoodRx. Retrieved 18 October 2021.