ରେଙ୍ଗାଲି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
(Rengali Assembly constituencyରୁ ଲେଉଟି ଆସିଛି)
| ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
|---|---|
| ଭୋଟର ସଂଖ୍ୟା (୨୦୧୪): | ୧,୭୦,୮୭୦ |
| ଜିଲ୍ଲା: | ସମ୍ବଲପୁର |
| ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସମ୍ବଲପୁର |
| ପଞ୍ଚାୟତ ସମିତି: | ୩ |
| ଗ୍ରାମ ପଞ୍ଚାୟତ: | |
| ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
| ପୌର ପରିଷଦ: | ୦ |
ରେଙ୍ଗାଲି (କ୍ରମିକ ସଂଖ୍ୟା: ୧୬) ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରେଙ୍ଗାଲି ବ୍ଳକ, ଧାନକୁଡ଼ା ବ୍ଳକ ଓ ମାନେଶ୍ୱର ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରମେଶ ପଟୁଆ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନାଉରି ନାୟକଙ୍କଠାରୁ ୧୮୩୦ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗଡ଼ିଆ, ସ୍ୱାଧୀନ ପ୍ରାର୍ଥୀ ଏମ. ବି. ପ୍ୟାରିରାଜଙ୍କଠାରୁ ୧୩,୭୮୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]| ୨୦୦୯ ବିଧାନ ସଭା ନିର୍ବାଚନ, ରେଙ୍ଗାଲି [୬] | |||||
|---|---|---|---|---|---|
| ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
| କଂଗ୍ରେସ | ଦୁର୍ଯ୍ୟୋଧନ ଗଡ଼ିଆ | ୩୨,୬୫୬ | ୩୧.୪୫ | - | |
| ସ୍ୱାଧୀନ | ଏମ. ବି. ପ୍ୟାରିରାଜ | ୧୮,୮୭୨ | ୧୮.୧୭ | - | |
| ବିଜଦ | ସନାତନ ବିଶି | ୧୫,୬୯୪ | ୧୫.୧୧ | - | |
| ସ୍ୱାଧୀନ | ନାଉରି ନାୟକ | ୧୨,୩୨୧ | ୧୧.୮୬ | - | |
| ଭାଜପା | ଦେବାନନ୍ଦ ଭୁସାଗର | ୧୨,୦୪୪ | ୧୧.୬୦ | - | |
| ସ୍ୱାଧୀନ | ସୋମନାଥ ଲୁହା | ୨,୭୭୩ | ୨.୬୭ | - | |
| ଝାମୁମୋ | ଗନ୍ଧର୍ବ ସେଠୀ | ୨,୩୨୪ | ୨.୨୪ | - | |
| ବସପା | ଜନ୍ମ ରୋହିଦାସ | ୧,୬୭୬ | ୧.୬୧ | - | |
| କୋଶଳ କ୍ରାନ୍ତି ଦଳ | ସୁରେନ୍ଦ୍ର ବେହେରା | ୧,୧୭୬ | ୧.୧୩ | - | |
| ରିପବ୍ଳିକାନ ପାର୍ଟି ଅଫ ଇଣ୍ଡିଆ | ଭବାନୀ ଶଙ୍କର ସୋହେଲା | ୯୫୧ | ୦.୯୨ | - | |
| ଭାରତୀୟ ଜନ ଶକ୍ତି | ବୀରକିଶୋର ଭୋଇସାଗର | ୮୩୭ | ୦.୮୧ | - | |
| ସ୍ୱାଧୀନ | ମାନଗୋବିନ୍ଦ ପ୍ରଧାନ | ୭୩୦ | ୦.୭୦ | - | |
| ସ୍ୱାଧୀନ | ସୁବଳ ସିଂହ | ୬୮୩ | ୦.୬୬ | - | |
| ସ୍ୱାଧୀନ | ଲୋକନାଥ ରୋହିଦାସ | ୬୩୫ | ୦.୬୧ | - | |
| ସ୍ୱାଧୀନ | କିଶୋର ଚନ୍ଦ୍ର ଗଡ଼ିଆ | ୪୭୫ | ୦.୪୬ | - | |
| ଭୋଟ ବ୍ୟବଧାନ | ୧୩,୭୮୪ | ୧୩.୨୭* | - | ||
| ମତଦାନ ହାର | ୧,୦୩,୮୯୬ | ୬୩.୫୦ | - | ||
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୨୦୦୯ରେ ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ କେବଳ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।
- ୨୦୨୪: ସୁଦର୍ଶନ ହରିପାଲ (ବିଜେଡି)
- ୨୦୧୯: ନାଉରୀ ନାୟକ (ଭାଜପା)
- ୨୦୧୪: ରମେଶ ପଟୁଆ (ବିଜଦ)[୪]
- ୨୦୦୯: (୧୬): ଦୁର୍ଯ୍ୟୋଧନ ଗରଡ଼ିଆ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Rengali Assembly Election 2009, Orissa". empoweringindia.org. Archived from the original on 9 January 2014. Retrieved 28 May 2013.
Constituency: Rengali (16) District : Sambalpur
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 28 May 2013.
13784
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf