ରେହଲି

ଉଇକିପିଡ଼ିଆ ରୁ
(Rehli ରୁ ଲେଉଟି ଆସିଛି)
Jump to navigation Jump to search
Rehli
city
Rehli is located in Madhya Pradesh
Rehli
Rehli
Location in Madhya Pradesh, India
ଅବସ୍ଥିତି: 23°38′N 79°05′E / 23.63°N 79.08°E / 23.63; 79.08Coordinates: 23°38′N 79°05′E / 23.63°N 79.08°E / 23.63; 79.08
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାSagar
ଜନସଂଖ୍ୟା (2001)
 • ମୋଟ୨୫,୯୧୩
ଭାଷା
 • ସରକାରୀHindi
IST (UTC+5:30)

ରେହଲି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ସଗର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରେହଲି ୨୩.୬୩୬୩ ଉତ୍ତର ଅକ୍ଷାଂଶ ଓ ୭୯.୦୬୨୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେହଲି ସହରର ମୋଟ ଜନସଂଖ୍ୟା ୨୫୯୧୩ ଅଟେ ।[୨] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି । ରେହଲିର ସାକ୍ଷରତା ହାର ୬୫.୩୧% ଅଟେ । ଏହା ଜାତୀୟ ହାର ଠାରୁ ୦.୪୭% ପ୍ରତିଶତ କମ ଅଟେ । ସେଥିରୁ ୩୮.୫୭% ପ୍ରତିଶତ ପୁରୁଷ ଓ ୨୬.୭୫% ନାରୀ ଅଟନ୍ତି । ୧୫.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ରେହଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]