ରଥ, ଭାରତ

ଉଇକିପିଡ଼ିଆ ରୁ
(Rath, India ରୁ ଲେଉଟି ଆସିଛି)
Jump to navigation Jump to search
Rath,uttar pradesh,India
Rath
कस्‍बा
ଫାଇଲ:संजय महान
संजय महान
Rath,uttar pradesh,India is located in Uttar Pradesh
Rath,uttar pradesh,India
Rath,uttar pradesh,India
Location in Uttar Pradesh, India
ଅବସ୍ଥିତି: 25°35′N 79°34′E / 25.58°N 79.57°E / 25.58; 79.57Coordinates: 25°35′N 79°34′E / 25.58°N 79.57°E / 25.58; 79.57
Country India
StateUttar Pradesh
RegionBundelkhand
DivisionChitrakoot Division
DistrictHamirpur
ସରକାର
 • ChairmanKashi Prasad (Ex. MLA)
 • Sub-Divisional MagistrateRajesh Verma
 • M.L.A.Gyadeen Anuragi
ଜନସଂଖ୍ୟା (2012)
 • ମୋଟ୬୫
Languages
 • OfficialHindi, English, Bundeli
IST (UTC+5:30)
ପିନ କୋଡ଼210431
Telephone code91-5280
ଗାଡ଼ି ପଞ୍ଜିକରଣUP-91


ରଥ, ଭାରତ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ହମିର୍ପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରଥ, ଭାରତ ୨୫.୫୯୪୫ ଉତ୍ତର ଅକ୍ଷାଂଶ ଓ ୭୯.୫୬୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରଥ, ଭାରତ ସହରର ମୋଟ ଜନସଂଖ୍ୟା ୫୫୯୩୮ ଅଟେ ।[୨] ସେଥି ମଧ୍ୟରୁ ୫୩.୭୩% ଜଣ ପରୁଷ ହୋଇଥିବା ବେଳେ ୪୬.୨୭% ଜଣ ନାରୀ ଅଟନ୍ତି । ରଥ, ଭାରତର ସାକ୍ଷରତା ହାର ୬୧.୧୫% ଅଟେ । ଏହା ଜାତୀୟ ହାର ଠାରୁ ୩.୬୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୮୭% ପ୍ରତିଶତ ପୁରୁଷ ଓ ୨୩.୨୮% ନାରୀ ଅଟନ୍ତି । ୧୫.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ରଥ, ଭାରତର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]