ରଶ୍ମୀ ମିଶ୍ର
ଦେଖଣା
(Rashmi Mishraରୁ ଲେଉଟି ଆସିଛି)
ରଶ୍ମୀ ମିଶ୍ର | |
|---|---|
| ଜନ୍ମ | ୧ ଅପ୍ରେଲ ୧୯୭୩ |
| ଜାତୀୟତା | ଭାରତୀୟ |
| ଉଲ୍ଲେଖନୀୟ କୃତି | ନେପଥ୍ୟେ, ପୂର୍ଣ୍ଣାହୁତି |
| ପୁରସ୍କାର | କଳିଙ୍ଗ ପୁସ୍ତକମେଳା ପୁରସ୍କାର |
ରଶ୍ମୀ ମିଶ୍ର ( ଜନ୍ମ : ୦୧ ଅପ୍ରେଲ ୧୯୭୩ ) ଜଣେ ଓଡ଼ିଆ ଲେଖିକା । ସେ ଉଭୟ ଗଳ୍ପ ଓ ଉପନ୍ୟାସ ଲେଖନ୍ତି । ଲେଖାଲେଖି ପାଇଁ ସେ ବିଭିନ୍ନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।
ରଚନାବଳୀ
[ସମ୍ପାଦନା]- ଅହ୍ୟରାଣୀ
- ଚକ୍ରବ୍ୟୁହ
- ସ୍ୱୟଂସିଦ୍ଧା
- ନେପଥ୍ୟେ
- ପୂର୍ଣ୍ଣାହୁତି
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କଳିଙ୍ଗ ପୁସ୍ତକମେଳା ସମ୍ମାନ
- ରାଜଧାନୀ ପୁସ୍ତକମେଳା ପୁରସ୍କାର
- ବ୍ୟାସକବି ଫକୀର ମୋହନ ସେନାପତି ସମ୍ମାନ[୧]
ଆଧାର
[ସମ୍ପାଦନା]- ↑ "ସାହିତ୍ୟ ଜନ୍ମ ନିଏ ସାହିତ୍ୟିକର ବ୍ୟକ୍ତିଗତ ଅନୁଭବରୁ". https://sambadepaper.com/. 12 November 2018. Retrieved 24 February 2025.
{{cite web}}: External link in(help)|website=