ରାମଟେକ

ଉଇକିପିଡ଼ିଆ‌ରୁ
(Ramtekରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Ramtek
रामटेक
City
Spire of the main shrine at Ram Temple, Ramtek.
Spire of the main shrine at Ram Temple, Ramtek.
ଦେଶ India
ରାଜ୍ୟMaharashtra
ଜିଲ୍ଲାNagpur
Government
 • TypeMunicipal Council
 • BodyRamtek Municipal Council (RMC)
Elevation
345 m (1,132 ft)
Population
 (2001)
 • Total୨୨,୫୧୭
ଭାଷା
 • ସରକାରୀMarathi
Time zoneUTC+5:30 (IST)
PIN
441106
ଯାନବାହାନ ପଞ୍ଚୀକରଣMH-40

ରାମଟେକ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ନଗ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରାମଟେକ ୨୧.୩୯୫୫ ଉତ୍ତର ଅକ୍ଷାଂଶ ଓ ୭୯.୩୨୭୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୭୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାମଟେକ ସହରର ମୋଟ ଜନସଂଖ୍ୟା ୨୨୫୧୭ ଅଟେ ।[୨] ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । ରାମଟେକର ସାକ୍ଷରତା ହାର ୭୫.୧୧% ଅଟେ । ଏହା ଜାତୀୟ ହାରଠାରୁ ୧୦.୨୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୯୧% ପ୍ରତିଶତ ପୁରୁଷ ଓ ୩୩.୨୦% ନାରୀ ଅଟନ୍ତି । ୧୨.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ରାମଟେକର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]