ରାମଟେକ

ଉଇକିପିଡ଼ିଆ ରୁ
(Ramtek ରୁ ଲେଉଟି ଆସିଛି)
Jump to navigation Jump to search
Ramtek
रामटेक
City
Spire of the main shrine at Ram Temple, Ramtek.
Spire of the main shrine at Ram Temple, Ramtek.
Ramtek is located in Maharashtra
Ramtek
Ramtek
Location in Maharashtra, India
ଅବସ୍ଥିତି: 21°24′N 79°20′E / 21.4°N 79.33°E / 21.4; 79.33Coordinates: 21°24′N 79°20′E / 21.4°N 79.33°E / 21.4; 79.33
ଦେଶ India
ରାଜ୍ୟMaharashtra
ଜିଲ୍ଲାNagpur
ସରକାର
 • ପ୍ରକାରMunicipal Council
 • ପରିଚାଳନାRamtek Municipal Council (RMC)
ଉଚ୍ଚତା345 m (1,132 ft)
ଜନସଂଖ୍ୟା (2001)
 • ମୋଟ୨୨,୫୧୭
ଭାଷା
 • ସରକାରୀMarathi
IST (UTC+5:30)
ପିନ କୋଡ଼441106
ଗାଡ଼ି ପଞ୍ଜିକରଣMH-40

ରାମଟେକ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ନଗ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରାମଟେକ ୨୧.୩୯୫୫ ଉତ୍ତର ଅକ୍ଷାଂଶ ଓ ୭୯.୩୨୭୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୭୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାମଟେକ ସହରର ମୋଟ ଜନସଂଖ୍ୟା ୨୨୫୧୭ ଅଟେ ।[୨] ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । ରାମଟେକର ସାକ୍ଷରତା ହାର ୭୫.୧୧% ଅଟେ । ଏହା ଜାତୀୟ ହାର ଠାରୁ ୧୦.୨୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୯୧% ପ୍ରତିଶତ ପୁରୁଷ ଓ ୩୩.୨୦% ନାରୀ ଅଟନ୍ତି । ୧୨.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ରାମଟେକର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]