ରମେଶ ଚନ୍ଦ୍ର ସାହୁ
ଦେଖଣା
(Ramesh Chandra Sahooରୁ ଲେଉଟି ଆସିଛି)
ରମେଶ ଚନ୍ଦ୍ର ସାହୁ | |
|---|---|
| ଜନ୍ମ | |
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
| ଉଲ୍ଲେଖନୀୟ କୃତି | ଓଡ଼ିଶାର ଧର୍ମ ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ |
| ପୁରସ୍କାର | ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪[୧] |
ରମେଶ ଚନ୍ଦ୍ର ସାହୁ ଜଣେ ଓଡ଼ିଆ-ଭାଷୀ ପ୍ରାବନ୍ଧିକ, କବି, ସମାଲୋଚକ ଓ ସାହିତ୍ୟ ସଙ୍ଗଠକ । ସେ ଓଡ଼ିଶାର ଧର୍ମ ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ ପାଇଁ ୨୦୨୪ ମସିହାରେ ରାଜଧାନୀ ପୁସ୍ତକମେଳା ପୁରସ୍କାର ପାଇଥିଲେ ।[୧]
ରଚନାବଳୀ
[ସମ୍ପାଦନା]ପ୍ରବନ୍ଧ
[ସମ୍ପାଦନା]- ଓଡ଼ିଶାର ଧର୍ମ ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ
କବିତା
[ସମ୍ପାଦନା]- ବଇରାଗୀ ବାଘ
- ଭିନ୍ନ ଏକ ଅବଧୁତ
- ପିତୃ ପୁରୁଷ
- ସତ୍ୟବତୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪ ଓଡ଼ିଶାର ଧର୍ମ ସଂସ୍କୃତି ଓ ସାହିତ୍ୟରେ ଶ୍ରୀଜଗନ୍ନାଥ ପାଇଁ[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in ଓଡ଼ିଆ). ଭୁବନେଶ୍ୱର. 15 December 2024. Archived from the original on 27 December 2024. Retrieved 12 April 2025.
{{cite news}}: CS1 maint: unrecognized language (link)