Jump to content

ରାମେଲଟେଅନ

ଉଇକିପିଡ଼ିଆ‌ରୁ
(Ramelteonରୁ ଲେଉଟି ଆସିଛି)
ରାମେଲଟେଅନ
Clinical data
Trade namesRozerem, others
AHFS/Drugs.commonograph
MedlinePlusa605038
data
Pregnancy
category
  • US: C (Risk not ruled out)
    Addiction
    liability
    None[]
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability1.8%
    Protein binding~82%
    MetabolismLiver (CYP1A2-mediated)
    Elimination half-life1–2.6 hours
    ExcretionKidney (84%) and fecal (4%)
    Identifiers
    • (S)-N-[2-(1,6,7,8-tetrahydro-2H-indeno-[5,4-b]
      furan-8-yl)ethyl]propionamide
    ECHA InfoCard100.215.666 Edit this at Wikidata
    Chemical and physical data
    FormulaC16H21NO2
    Molar mass୨୫୯.୩୫ g·mol−1
    3D model (JSmol)
    • CCC(NCC[C@@H]1CCC2=CC=C3OCCC3=C12)=O
    • InChI=1S/C16H21NO2/c1-2-15(18)17-9-7-12-4-3-11-5-6-14-13(16(11)12)8-10-19-14/h5-6,12H,2-4,7-10H2,1H3,(H,17,18)/t12-/m1/s1 checkY
    • Key:YLXDSYKOBKBWJQ-GFCCVEGCSA-N checkY
      (verify)

    ରାମେଲଟେଅନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରୋଜେରେମ ବ୍ରାଣ୍ଡ ନାମରେ ବିକ୍ରି ହୋଇଥିବା ରାମେଲଟେଅନ, ନିଦ୍ରା ସମସ୍ୟା ପାଇଁ ବ୍ୟବହୃତ ଏକ ଔଷଧ । [] ଶୋଇବାର ଅଧ ଘଣ୍ଟା ପୂର୍ବରୁ ଏହାକୁ ପାଟିରେ ଦିଆଯାଏ ।[] ବ୍ୟବହାର ଅବଧି ଉପରେ କୌଣସି ସୀମା ନାହିଁ; ଯଦିଓ ଦୀର୍ଘକାଳୀନ କାର୍ଯ୍ୟକାରିତା ଅସ୍ପଷ୍ଟ । [] []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଅଇ, ଏବଂ ଶୋଇବାରେ ଅଧିକ ଅସୁବିଧା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ଅସ୍ୱାଭାବିକ ଚିନ୍ତାଧାରା ଏବଂ ଉଦାସୀନତା ହୋଇପାରେ ।[] ଗର୍ଭଧାରଣ ଏବଂ ସ୍ତନ୍ୟପାନ ଉପରେ ପ୍ରଭାବ ଅସ୍ପଷ୍ଟ ଅଟେ। [] ଏହା ଏକ ମେଲାଟୋନିନ ରିସେପ୍ଟର ଆଗୋନିଷ୍ଟ ଏବଂ ମେଲାଟୋନିନ ପରି କାମ କରୁଥିବା ଆଶା କରାଯାଏ ।[]

    ୧୯୯୬ ମସିହାରେ ରାମେଲଟେଅନ ଆବିଷ୍କୃତ ହୋଇଥିଲା ଏବଂ ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] [] ଅସ୍ପଷ୍ଟ ପ୍ରଭାବ ହେତୁ ୨୦୦୮ରେ ୟୁରୋପରେ ଏହାର ଅନୁମୋଦନ‌କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୬୦ ଡଲାର ଖର୍ଚ୍ଚ ହୋଇଥାଏ ।[] ଏହା ଏକ ନିୟନ୍ତ୍ରିତ ପଦାର୍ଥ ନୁହେଁ | []

    1. 1 2 3 "Ramelteon Monograph for Professionals". Drugs.com (in ଇଂରାଜୀ). Archived from the original on 25 August 2019. Retrieved 15 October 2021.
    2. 1 2 3 4 "Rozerem- ramelteon tablet, film coated". DailyMed. 28 December 2018. Archived from the original on 26 March 2021. Retrieved 13 April 2020.
    3. 1 2 Neubauer DN (February 2008). "A review of ramelteon in the treatment of sleep disorders". Neuropsychiatric Disease and Treatment. 4 (1): 69–79. doi:10.2147/ndt.s483. PMC 2515902. PMID 18728808.{{cite journal}}: CS1 maint: unflagged free DOI (link)
    4. 1 2 3 "Ramelteon: Withdrawal of the marketing authorisation application". Archived from the original on 16 October 2021. Retrieved 15 October 2021.
    5. "Ramelteon (Rozerem) Use During Pregnancy". Drugs.com (in ଇଂରାଜୀ). Archived from the original on 24 January 2021. Retrieved 15 October 2021.
    6. "Ramelteon Prices, Coupons & Savings Tips - GoodRx". GoodRx. Archived from the original on 31 October 2016. Retrieved 15 October 2021.