ରାମକୃଷ୍ଣ ଗୌଡ଼
ଦେଖଣା
(Ramakrushna Goudaରୁ ଲେଉଟି ଆସିଛି)
ରାମକୃଷ୍ଣ ଗୌଡ଼ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ରାମକୃଷ୍ଣ ମିଶ୍ର |
ପର ଅଧିକାରୀ | ବିକ୍ରମ କେଶରୀ ଆରୁଖ |
ନିର୍ବାଚନ ମଣ୍ଡଳୀ | ଭଞ୍ଜନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୮ ନଭେମ୍ବର ୧୯୩୨ |
ମୃତ୍ୟୁ | ୧ ମଇ ୨୦୧୦ | (ବୟସ ୭୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ଅନୁସୟା ଗୌଡ଼ |
ବାପା/ବୋଉ | ବିନାୟକ ଗୌଡ଼ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାମକୃଷ୍ଣ ଗୌଡ଼ (୨୮ ନଭେମ୍ବର ୧୯୩୨ - ୧ ମଇ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଞ୍ଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାମକୃଷ୍ଣ ୧୯୩୨ ମସିହାର ନଭେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିନାୟକ ଗୌଡ଼ ଓ ପତ୍ନୀଙ୍କ ନାମ ଅନୁସୟା ଗୌଡ଼ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାମକୃଷ୍ଣ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାମକୃଷ୍ଣ ୨୦୧୦ ମସିହାର ମଇ ୧ ତାରିଖରେ ୭୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Ramakrushna Gouda". odishaassembly.nic.in. Odisha Assembly. Retrieved 4 February 2021.