ରାମ ଲକ୍ଷ୍ମଣ

ଉଇକିପିଡ଼ିଆ‌ରୁ
(Rama Laxmanaରୁ ଲେଉଟି ଆସିଛି)
ରାମ ଲକ୍ଷ୍ମଣ
ନିର୍ଦ୍ଦେଶକସଂଗ୍ରାମ ବିଶ୍ୱାଳ
ପ୍ରଯୋଜକବି. ପ୍ରମିଳା
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ସଂଗ୍ରାମ ବିଶ୍ୱାଳ
ଚିତ୍ରନାଟ୍ୟସଂଗ୍ରାମ ବିଶ୍ୱାଳ
କାହାଣୀପ୍ରମିଳା ରାଉତ
କଳାକାରବିଜୟ ମହାନ୍ତି, ଶ୍ରୀତମ ଦାସ, ରାଇମୋହନ ପରିଡ଼ା, ସ୍ନିଗ୍ଧା ମହାନ୍ତି, ବ୍ରଜ ସିଂହ, ଜୟୀରାମ ସାମଲ, ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣଦିଲ୍ଲୀପ ରାୟ
ସମ୍ପାଦକବିଶ୍ୱନାଥ ରାଓ
ମୁକ୍ତିଲାଭ ତାରିଖ
୧୯୯୭
ଦେଶ ଭାରତ
ଭାଷାଓଡ଼ିଆ

ରାମ ଲକ୍ଷ୍ମଣ, ୧୯୯୭ ମିସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବି. ପ୍ରମିଳା । ପ୍ରମିଳା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଶ୍ରେର୍ଷାନନ୍ଦ ଦାସ କାନୁନ୍‌ଗୋ ଓ ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨][୩]

ବିଜୟ ମହାନ୍ତି, ଶ୍ରୀତମ ଦାସ, ରାଇମୋହନ ପରିଡ଼ା, ସ୍ନିଗ୍ଧା ମହାନ୍ତି, ବ୍ରଜ ସିଂହ, ଜୟୀରାମ ସାମଲ, ପ୍ରଦ୍ୟୁମ୍ନ ଲେଙ୍କା, ପିଣ୍ଟୁ ନନ୍ଦ, ହର ପଟ୍ଟନାୟକ, ତନ୍ଦ୍ରା ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତିଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଓଲିଉଡ଼୍‍ରେ ଏକ ଲମ୍ବା ଇନିଂସ ଖେଳିବାକୁ ପ୍ରସ୍ତୁତ ଏହି ନାୟକ | Sambad". Sambad (in Odia). ଓଡ଼ିଶା. 9 September 2018. Archived from the original on 13 September 2018. Retrieved 10 September 2018.{{cite news}}: CS1 maint: unrecognized language (link)
  2. "ପରଦା ଉପରେ ଏହି ଓଲିଉଡ ନିର୍ଦ୍ଦେଶକ". sambad.in. 3 March 2018. Retrieved 5 March 2018.
  3. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.

ବାହାର ଆଧାର[ସମ୍ପାଦନା]