ରାଜୁଲା

ଉଇକିପିଡ଼ିଆ ରୁ
(Rajula ରୁ ଲେଉଟି ଆସିଛି)
Jump to navigation Jump to search
Rajula
city
Rajula is located in Gujarat
Rajula
Rajula
Location in Gujarat, India
ଅବସ୍ଥିତି: 21°03′N 71°26′E / 21.05°N 71.43°E / 21.05; 71.43Coordinates: 21°03′N 71°26′E / 21.05°N 71.43°E / 21.05; 71.43
ଦେଶ India
ରାଜ୍ୟGujarat
ଜିଲ୍ଲାAmreli
ଉଚ୍ଚତା41 m (135 ft)
ଜନସଂଖ୍ୟା (2011)[୧]
 • ମୋଟ୩୮
IST (UTC+5:30)

ରାଜୁଲା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ଆମ୍ରେଲି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରାଜୁଲା ୨୧.୦୩୮୫ ଉତ୍ତର ଅକ୍ଷାଂଶ ଓ ୭୧.୪୪୩୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜୁଲା ସହରର ମୋଟ ଜନସଂଖ୍ୟା ୩୨୩୯୩ ଅଟେ ।[୩] ସେଥି ମଧ୍ୟରୁ ୫୦.୮୭% ଜଣ ପରୁଷ ହୋଇଥିବା ବେଳେ ୪୯.୧୩% ଜଣ ନାରୀ ଅଟନ୍ତି । ରାଜୁଲାର ସାକ୍ଷରତା ହାର ୬୩.୮୨% ଅଟେ । ଏହା ଜାତୀୟ ହାର ଠାରୁ ୧.୦୨% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୦% ପ୍ରତିଶତ ପୁରୁଷ ଓ ୨୭.୧୨% ନାରୀ ଅଟନ୍ତି । ୧୫.୦୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ଗୁଜରାଟୀ ରାଜୁଲାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]