ରାଜପିପ୍ଲା

ଉଇକିପିଡ଼ିଆ ରୁ
(Rajpipla ରୁ ଲେଉଟି ଆସିଛି)
Jump to navigation Jump to search
Rajpipla
રાજપીપલા
Nandod
Town
Rajpipla is located in Gujarat
Rajpipla
Rajpipla
Location in Gujarat, India
ଅବସ୍ଥିତି: 21°47′N 73°34′E / 21.78°N 73.57°E / 21.78; 73.57Coordinates: 21°47′N 73°34′E / 21.78°N 73.57°E / 21.78; 73.57
ଦେଶ India
ରାଜ୍ୟGujarat
ଜିଲ୍ଲାNarmada
ସରକାର
 • Member of ParliamentRamsinh Rathva
ଉଚ୍ଚତା148 m (486 ft)
ଜନସଂଖ୍ୟା (2001)
 • ମୋଟ୫୪,୯୨୩
ଭାଷା
 • ସରକାରୀGujarati, Hindi
IST (UTC+5:30)

ରାଜପିପ୍ଲା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ନର୍ମଦ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରାଜପିପ୍ଲା ୨୧.୭୮୮୬ ଉତ୍ତର ଅକ୍ଷାଂଶ ଓ ୭୩.୫୬୯୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୭୭ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜପିପ୍ଲା ସହରର ମୋଟ ଜନସଂଖ୍ୟା ୩୪୯୨୩ ଅଟେ ।[୨] ସେଥି ମଧ୍ୟରୁ ୫୧.୧୯% ଜଣ ପରୁଷ ହୋଇଥିବା ବେଳେ ୪୮.୮୧% ଜଣ ନାରୀ ଅଟନ୍ତି । ରାଜପିପ୍ଲାର ସାକ୍ଷରତା ହାର ୭୭.୦୨% ଅଟେ । ଏହା ଜାତୀୟ ହାର ଠାରୁ ୧୨.୧୮% ପ୍ରତିଶତ କମ ଅଟେ । ସେଥିରୁ ୪୨.୧୨% ପ୍ରତିଶତ ପୁରୁଷ ଓ ୩୪.୯୦% ନାରୀ ଅଟନ୍ତି । ୧୦.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଗୁଜରାଟୀ ରାଜପିପ୍ଲାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]