Jump to content

ରାଜେନ୍ଦ୍ର ଚାୱଲା

ଉଇକିପିଡ଼ିଆ‌ରୁ
(Rajendra Chawlaରୁ ଲେଉଟି ଆସିଛି)

ରାଜେନ୍ଦ୍ର ଚାୱଲା ଜଣେ ଭାରତୀୟ ଅଭିନେତା ।[][] ଏ ୱେଡ୍‌ନେସ୍‌ଡେ!, ମୁମ୍ବାଇ ମିରର୍, ଏମ୍.ଏସ୍. ଧୋନି: ଦି ଅନ୍‌ଟୋଲ୍ଡ୍ ଷ୍ଟୋରୀପୈସା ପୈସା ଭଳି ଜଣାଶୁଣା ହିନ୍ଦୀ କଥାଚିତ୍ରରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[] ସେ ଶାଶ୍ ବିନା ଶଶୁରାଲ୍, ଘର କି ଲକ୍ଷ୍ମୀ ବେଟିୟାଁ, ମାତା ପିତା କେ ଚରୋଣୋଁ ମେଁ ସ୍ୱର୍ଗ, ସଂସ୍କାର – ଧରୋହର୍ ଅପନୋଁ କୀ, ବହୁ ହମାରି ରଜନୀ କାନ୍ତ ଓ ସୋନି ସବ୍‌ର ଧାରାବାହିକ ତେରା ୟାର୍ ହୁଁ ମେଁ ଭଳି ଟିଭି ଧାରାବାହିକରେ ସେ କାମ କରିଛନ୍ତି ।

ଅଭିନୟ ଜୀବନ

[ସମ୍ପାଦନା]

ଟେଲିଭିଜନ

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୧୦୯୯କିଞ୍ଚିନ୍ନାଟି ବୁବଲାବୁ
ଫାମିଲି ନମ୍ବର ୱାନ୍ପ୍ରକାଶଅଧ୍ୟାୟ ୪୧
୨୦୦୨କମ୍ମଲନାରାୟଣ ଜଜୁ
୨୦୦୨–୨୦୦୬ଅସ୍ତିତ୍ୱ... ଏକ୍ ପ୍ରେମ୍ କାହାନୀଭବାନୀ ଶଙ୍କର
୨୦୦୬ଘର କି ଲକ୍ଷ୍ମୀ ବେଟିୟାଁରସିକ ଭାଇ
୨୦୦୭ସପ୍ନା ବାବୁଲ କା...ବିଦାଇକମଲେଶ ଅୱସ୍ଥି
ଆହାଟଓକିଲଅଧ୍ୟାୟ ୩, ୪
୨୦୦୯ମାତା ପିତା କେ ଚରଣୋଁ ମେଁ ସ୍ୱର୍ଗଚନ୍ଦର
୨୦୧୧ଦେବୋଁ କା ଦେବ...ମହାଦେବଅଚୁତ ଜ୍ଞାନମୂର୍ତ୍ତି
୨୦୧୨ଶାଶ ବିନା ଶଶୁରାଲ୍ପଶୁପତିନାଥ ଚତୁର୍ବେଦୀ
୨୦୧୩ଶଙ୍କର – ଧରୋହର ଅପନୋଁ କିହସମୁଖଲାଲ ଧନସୁଖଲାଲ ବୈଷ୍ଣବ
୨୦୧୬ବହୁ ହମାରି ରଜନୀ କାନ୍ତଅମ୍ରିଶ କାନ୍ତ
୨୦୧୭ଢାଇ କିଲୋ ପ୍ରେମଦେବ ମିଶ୍ରା
୨୦୧୮–୨୦୧୯ୟେଃ ଉନ୍ ଦିନୋଁ କି ବାତ୍ ହୈକମଲେଶ ମହେଶ୍ୱରୀ
୨୦୧୯ଏକ୍ ଭ୍ରମ ସର୍ବଗୁଣ ସମ୍ପୂର୍ଣ୍ଣଅନୁପମ ଚୋପ୍ରା
ମେରେ ଡାଡ୍ କି ଦୁଲ୍‌ହନ୍ଡ. ପାଣ୍ଡେ
୨୦୨୦–୨୦୨୨ତେରା ୟାର୍ ହୁଁ ମେଁପ୍ରତାପ ରଚନ ବଂଶଲ
୨୦୨୨–୨୦୨୩ ବନ୍ନି ଚୋୱ ହୋମ୍ ଡେଲିଭରୀ ଦେବରାଜ ସିଂହ ରାଥୋଡ଼
୨୦୨୪ ମେରା ବଲମ୍ ଥାନେଦାର୍ ବର୍ଦ୍ଧନ ସିଂହ
ଫ୍ରିଡମ୍ ଏଟ୍ ମିଡ୍‌ନାଇଟ୍ ସରଦାର ବଲ୍ଲଭଭାଇ ପଟେଲ

କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୨୦୦୮ଏ ୱେଡ୍‌ନେସ୍‌ଡେ!ଜୟଶଙ୍କର ତିୱାରୀ
୨୦୧୩ମୁମ୍ବାଇ ମିରର୍
୨୦୧୬ଏମ୍.ଏସ୍. ଧୋନି: ଦି ଅନ୍‌ଟୋଲ୍ଡ ଷ୍ଟୋରୀମିଷ୍ଟର ସୋମି
ପୈସା ପୈସାମରାଠୀ କଥାଚିତ୍ର
୨୦୧୮ବତ୍ତି ଗୁଲ୍ ମିଟର୍ ଚାଲୁଜନକ ଖଣ୍ଡୁରୀ
୨୦୧୯ଉଜଡ଼ା ଚମନମିଷ୍ଟର ବାତ୍ରା
୨୦୨୨ଲୁପ୍ ଲପେଟ୍ଶ୍ରୀ ମାମଲେଶ ଚରଣ ଚଢାଜୀ
୨୦୨୪ବେଦାବେଦାର ବାପା
  1. "Senior actor Rajendra Chawla opts out of shooting for Tera Yaar Hoon Main in Rajkot". The Times of India. ISSN 0971-8257. Retrieved 25 May 2025.
  2. PTI (2 May 2024). "Sidhant Gupta, Chirag Vohra and Rajendra Chawla starring in Sony LIV series 'Freedom at Midnight'". The Hindu. ISSN 0971-751X. Retrieved 25 May 2025.
  3. "Rajendra Chawla Filmography – Box Office India". boxofficindia.com. Archived from the original on 26 February 2018. Retrieved 24 February 2018.

ବାହାର ଲିଙ୍କ୍

[ସମ୍ପାଦନା]