ରାଜଗାଙ୍ଗପୁର
ଦେଖଣା
(Rajagangapurରୁ ଲେଉଟି ଆସିଛି)
ରାଜଗାଙ୍ଗପୁର | |
|---|---|
ସହର/ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ସୁନ୍ଦର ଗଡ଼ |
| Population (2001) | |
| • Total | ୪୩,୯୧୨ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+୫.୩୦ (ଆଇ.ଏସ୍.ଟି) |
ରାଜଗାଙ୍ଗପୁର, ସୁନ୍ଦରଗଡ଼ ଜିଲ୍ଲାର ଏକ ସହର ଓ ନିର୍ବାଚନ ମଣ୍ଡଳୀ । ରାଜଗାଙ୍ଗପୁର ମୁଖ୍ୟତଃ ଏଠାରେ ଥିବା ସିମେଣ୍ଟ ନିର୍ମାଣ କାରଖାନାମାନଙ୍କ ଲାଗି ପ୍ରସିଦ୍ଧ ।
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ,ରାଜଗାଙ୍ଗପୁର ସହରର ମୋଟ ଜନସଂଖ୍ୟା ୪୩୯୧୨ ।[୧] ସେଥି ମଧ୍ୟରୁ ୫୧.୫୧% ଜଣ ପରୁଷ ହୋଇଥିବା ବେଳେ ୪୮.୪୯% ଜଣ ନାରୀ ଅଟନ୍ତି । ରାଜଗାଙ୍ଗପୁରର ସାକ୍ଷରତା ହାର ୬୮.୪୭% । ଏହା ଜାତୀୟ ହାରଠାରୁ ୩.୬୩% ପ୍ରତିଶତ ଅଧିକ । ସେଥିରୁ ୩୮.୩୪% ପ୍ରତିଶତ ପୁରୁଷ ଓ ୩୦.୧୨% ନାରୀ ଅଟନ୍ତି । ୧୩.୪୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଆଧାର
[ସମ୍ପାଦନା]- 1 2 "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |