Jump to content

ରାହୁଲ ଲୋଧି

ଉଇକିପିଡ଼ିଆ‌ରୁ
(Rahul Lodhiରୁ ଲେଉଟି ଆସିଛି)
ରାହୁଲ ସିଂହ ଲୋଧି
ସାଂସଦ: ୧୮ଶ ଲୋକ ସଭା
Assumed office
୨୦୨୪
ପୂର୍ବ ଅଧିକାରୀପ୍ରହଲ୍ଲାଦ ସିଂହ ପଟେଲ
ନିର୍ବାଚନ ମଣ୍ଡଳୀଦାମୋହ ଲୋକ ସଭା ନିର୍ବାଚନ ମଣ୍ଡଳ
ବିଧାୟକ: ମଧ୍ୟ ପ୍ରଦେଶ ବିଧାନ ସଭା
କାର୍ଯ୍ୟକାଳ
୨୦୧୮  ୨୦୨୦
ପୂର୍ବ ଅଧିକାରୀଜୟନ୍ତ ମାଲାଇୟା
ପର ଅଧିକାରୀଅଜୟ କୁମାର ଟଣ୍ଡନ
ନିର୍ବାଚନ ମଣ୍ଡଳୀଦାମୋହ
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ପେଷାରାଜନେତା

ରାହୁଲ ସିଂହ ଲୋଧି (Hindi pronunciation: [ɾaːɦʊl loːd̪ʱiː]) ଜଣେ ଭାରତୀୟ ରାଜନେତା । ସେ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ ଭାରତୀୟ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ଦାମୋହ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।[][] ୨୦୧୮ ମସିହାରେ, ସେ ଦୋମହରୁ ମଧ୍ୟ ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ, ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବରେ ରାଜନୀତିରେ ସକ୍ରିୟ ଥିଲେ ।[][][][]

  1. "Damoh Constituency Lok Sabha Election Results 2024". Bru Times News (in ଇଂରାଜୀ).
  2. "Parliamentary Constituency 7 - DAMOH". ECI. 8 August 2024. Archived from the original on 8 August 2024. Retrieved 16 August 2024.{{cite web}}: CS1 maint: bot: original URL status unknown (link)
  3. "Rahul Singh Lodhi (Criminal & Asset Declaration)". MyNeta.com. Retrieved 2021-06-06.
  4. "BJP lost due to Lodhi, Malaiya made a scapegoat, says BJP leader Himmat Kothari". Free Press Journal. Retrieved 2021-06-06.
  5. "Former BJP minister gets show cause notice; son, 4 office bearers expelled after Damoh by-poll loss". The Week. Retrieved 2021-06-06.
  6. "Damoh bypoll results: The BJP needs to clean house". The India Today. Retrieved 2021-06-06.