ପୁସାଦ

ଉଇକିପିଡ଼ିଆ ରୁ
(Pusad ରୁ ଲେଉଟି ଆସିଛି)
Jump to navigation Jump to search
Pusad

Pushpawanti Nagari
City
Nickname(s): 
Educational Hub
Country India
StateMaharashtra
DistrictYavatmal
ସରକାର
 • ପ୍ରକାରMunciple council
 • ପରିଚାଳନାNCP
Elevation
315 m (1,033 ft)
ଜନସଂଖ୍ୟା
 (2011)
 • ମୋଟ
Demonym(s)Pusadkar
Languages
 • OfficialMarathi,Banjari
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
445204
Telephone code07233
ଗାଡ଼ି ପଞ୍ଜିକରଣMH 29
ୱେବସାଇଟ[୧]


ପୁସାଦ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର yଅବତ୍ମଲ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପୁସାଦ ୧୯.୯୦୮୯ ଉତ୍ତର ଅକ୍ଷାଂଶ ଓ ୭୭.୫୬୮୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୁସାଦ ସହରର ମୋଟ ଜନସଂଖ୍ୟା ୬୭୧୫୨ ଅଟେ ।[୨] ସେଥି ମଧ୍ୟରୁ ୫୧.୪୮% ଜଣ ପରୁଷ ହୋଇଥିବା ବେଳେ ୪୮.୫୨% ଜଣ ନାରୀ ଅଟନ୍ତି । ପୁସାଦର ସାକ୍ଷରତା ହାର ୭୪.୨୭% ଅଟେ । ଏହା ଜାତୀୟ ହାର ଠାରୁ -୯.୪୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୩୭% ପ୍ରତିଶତ ପୁରୁଷ ଓ ୩୨.୯୧% ନାରୀ ଅଟନ୍ତି । ୧୪.୧୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ପୁସାଦର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]