ପୁସାଦ
(Pusad ରୁ ଲେଉଟି ଆସିଛି)
Jump to navigation
Jump to search
Pusad Pushpawanti Nagari | |
---|---|
City | |
ଅନ୍ୟନାମ: Educational Hub | |
Location in Maharashtra, India | |
ଅବସ୍ଥିତି: 19°52′N 77°47′E / 19.87°N 77.78°ECoordinates: 19°52′N 77°47′E / 19.87°N 77.78°E | |
Country | ![]() |
State | Maharashtra |
District | Yavatmal |
ସରକାର | |
• ପ୍ରକାର | Munciple council |
• ପରିଚାଳନା | NCP |
ଉଚ୍ଚତା | 315 m (1,033 ft) |
ଜନସଂଖ୍ୟା (2011) | |
• ମୋଟ | ୩ |
ବସବାସୀ | Pusadkar |
Languages | |
• Official | Marathi,Banjari |
IST (UTC+5:30) | |
ପିନ କୋଡ଼ | 445204 |
Telephone code | 07233 |
ଗାଡ଼ି ପଞ୍ଜିକରଣ | MH 29 |
ୱେବସାଇଟ | [୧] |
ପୁସାଦ ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର yଅବତ୍ମଲ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ପୁସାଦ ୧୯.୯୦୮୯ ଉତ୍ତର ଅକ୍ଷାଂଶ ଓ ୭୭.୫୬୮୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୨ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୁସାଦ ସହରର ମୋଟ ଜନସଂଖ୍ୟା ୬୭୧୫୨ ଅଟେ ।[୨] ସେଥି ମଧ୍ୟରୁ ୫୧.୪୮% ଜଣ ପରୁଷ ହୋଇଥିବା ବେଳେ ୪୮.୫୨% ଜଣ ନାରୀ ଅଟନ୍ତି । ପୁସାଦର ସାକ୍ଷରତା ହାର ୭୪.୨୭% ଅଟେ । ଏହା ଜାତୀୟ ହାର ଠାରୁ -୯.୪୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୩୭% ପ୍ରତିଶତ ପୁରୁଷ ଓ ୩୨.୯୧% ନାରୀ ଅଟନ୍ତି । ୧୪.୧୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ମରାଠୀ ପୁସାଦର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.