ପୁଅ ଭାଙ୍ଗିଦେଲା ସୁନା ସଂସାର

ଉଇକିପିଡ଼ିଆ‌ରୁ
(Pua Bhangi Dela Suna Sansaraରୁ ଲେଉଟି ଆସିଛି)
ପୁଅ ଭାଙ୍ଗିଦେଲା ସୁନା ସଂସାର
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକଧ୍ରୁବ ରଣା
ଚିତ୍ରନାଟ୍ୟଅରୁଣ ମହାନ୍ତି,
ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
କାହାଣୀଶ୍ରୀନାଥ ରଣା
କଳାକାରସିଦ୍ଧାନ୍ତ ମହାପାତ୍ର, ମୌମିତା ଗୁପ୍ତା, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ନମ୍ରତା ଦାସ
ସଙ୍ଗୀତବାଚୁ ମୁଖାର୍ଜୀ
ଚିତ୍ରଗ୍ରହଣରାମ କ୍ରୀଷ୍ଣା
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୯୯୯
ଦେଶ ଭାରତ
ଭାଷାଓଡ଼ିଆ

ପୁଅ ଭାଙ୍ଗିଦେଲା ସୁନା ସଂସାର, ୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଧ୍ରୁବ ରଣା । ଶ୍ରୀନାଥ ରଣା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅରୁଣ ମହାନ୍ତି ଏବଂ ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ସିଦ୍ଧାନ୍ତ ମହାପାତ୍ର, ମୌମିତା ଗୁପ୍ତା, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ନମ୍ରତା ଦାସ, ଦେବୁ ବୋଷ, ଦେବୁ ବ୍ରହ୍ମା, ବିରାଜ ଦାସ, ସଲିଲ ମିତ୍ର, ବୈଶାଖି ମହାନ୍ତି, ଅସୀତ ପତି, ବବି ପ୍ରଧାନ, ଶ୍ରୀକାନ୍ତ ରଣା, ଜୟୀରାମ ସାମଲ, କାନ୍ତ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଚୁ ମୁଖାର୍ଜୀ[୪][୫] ଅରୁଣ ମହାନ୍ତି, ନିମାଇଁ ମହାନ୍ତି, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ରଣଜିତ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସୁବାଶିଷ ମହାକୁଡ଼, ଲୋପିତା ମିଶ୍ର, ଶକ୍ତି ମିଶ୍ର, ଇରା ମହାନ୍ତି, ଟି. ସୌରୀ, ବାବୁଲ ସୁପ୍ରିଓ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପୁଅ ଭାଙ୍ଗିଦେଲା ସୁନା ସଂସାର". cinecritics.[permanent dead link]
  2. "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍‌". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
  3. "ଅଫେରା ରାଇଜରେ ସିନେ ଅଭିନେତା ବିରାଜ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 25 May 2022. Archived from the original on 26 May 2022. Retrieved 26 May 2022.{{cite news}}: CS1 maint: unrecognized language (link)
  4. "ସଂଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ". www.prameya.com/. prameya.com. Archived from the original on 4 June 2022. Retrieved 4 June 2022.
  5. "ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ". www.samayalive.in. ସମୟ. Archived from the original on 4 June 2022. Retrieved 4 June 2022.

ବାହାର ଆଧାର[ସମ୍ପାଦନା]