Jump to content

ପ୍ରୁକାଲୋପ୍ରାଇଡ

ଉଇକିପିଡ଼ିଆ‌ରୁ
(Prucaloprideରୁ ଲେଉଟି ଆସିଛି)
ପ୍ରୁକାଲୋପ୍ରାଇଡ
Clinical data
Trade namesPrudac, Resolor, Resotran, other
AHFS/Drugs.commonograph
MedlinePlusa619011
data
Pregnancy
category
  • AU: B1
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • UK: POM (Prescription only)
    • US: ℞-only
    • EU: Rx-only
    • ℞ (Prescription only)
    Identifiers
    • 4-Amino-5-chloro-N-[1-(3-methoxypropyl)piperidin-4-yl]-2,3-dihydro-1-benzofuran-7-carboxamide
    Chemical and physical data
    FormulaC18H26ClN3O3
    Molar mass୩୬୭.୮୭ g·mol−1
    3D model (JSmol)
    • COCCCN1CCC(CC1)NC(=O)C2=CC(=C(C3=C2OCC3)N)Cl
    • InChI=1S/C18H26ClN3O3/c1-24-9-2-6-22-7-3-12(4-8-22)21-18(23)14-11-15(19)16(20)13-5-10-25-17(13)14/h11-12H,2-10,20H2,1H3,(H,21,23) ☒N
    • Key:ZPMNHBXQOOVQJL-UHFFFAOYSA-N ☒N
      (verify)

    ପ୍ରୁକାଲୋପ୍ରାଇଡ, ଏକ ବେପାର ନାମ ରେଜୋଲର, ହେଉଛି ଏକ ଔଷଧ ଯାହା କୌଣସି ଅଜ୍ଞାତ କାରଣରୁ କ୍ରନିକ କୋଷ୍ଠକାଠିନ୍ୟ ହେଉଥିଲେ ତାହାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] କୌଣସି ରେଚକ ବା ଲାକ୍ସେଟିଭ ପ୍ରଭାବଶାଳୀ ନ ହେଲେ ଏହା ବ୍ୟବହୃତ ହୋଇପାରେ; ଯଦିଓ ସ୍କଟଲ୍ୟାଣ୍ଡରେ ଏହାର ବ୍ୟବ‌ହାର ସୁପାରିଶ କରାଯାଏ ନାହିଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଅଇ, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ୫-ଏଚଟି(5-HT4ରିସେପ୍ଟର) ଆଗୋନିଷ୍ଟ ଯାହା ଅନ୍ତନଳୀକୁ ଅଧିକ ଗତିଶୀଳ କରେ ଓ ଏହାଦ୍ୱାରା କାର୍ଯ୍ୟକ୍ଷମ ହୁଏ ।[]

    ୨୦୦୯ ମସିହାରେ ୟୁରୋପରେ,[] ୨୦୧୧ରେ କାନାଡାରେ,[] ୨୦୧୪ରେ ଇସ୍ରାଏଲରେ,[] ଏବଂ ୨୦୧୮ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରୁକାଲୋପ୍ରାଇଡ ଅନୁମୋଦିତ ହୋଇଥିଲା। [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔଷଧର ୪ ସପ୍ତାହ ଖର୍ଚ୍ଚର ମୂଲ୍ୟ ୬୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୩୦ ଡଲାର ଥିଲା ।[]

    1. 1 2 3 4 5 "Resolor". Archived from the original on 31 January 2010. Retrieved 29 October 2021.
    2. 1 2 3 4 "Prucalopride Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 29 October 2021.
    3. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 64. ISBN 978-0857114105.
    4. "Health Canada, Notice of Decision for Resotran". hc-sc.gc.ca. Archived from the original on 18 March 2017. Retrieved 1 May 2018.
    5. "Digestive Remedies in Israel". www.euromonitor.com. Archived from the original on 13 March 2018. Retrieved 1 May 2018.
    6. "Motegrity Prices, Coupons & Savings Tips - GoodRx". GoodRx. Retrieved 29 October 2021.