Jump to content

ପ୍ରାସୁଗ୍ରେଲ

ଉଇକିପିଡ଼ିଆ‌ରୁ
(Prasugrelରୁ ଲେଉଟି ଆସିଛି)
ପ୍ରାସୁଗ୍ରେଲ
Clinical data
Trade namesEffient, Efient
AHFS/Drugs.commonograph
MedlinePlusa609027
data
Pregnancy
category
  • AU: B1
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only
    Pharmacokinetic data
    Bioavailability≥79%
    Protein bindingActive metabolite: ~98%
    Elimination half-life~7 h (range 2 h to 15 h)
    ExcretionUrine (~68% inactive metabolites); feces (27% inactive metabolites)
    Identifiers
    • (RS)-5-[2-Cyclopropyl-1-(2-fluorophenyl)-2-oxoethyl]-4,5,6,7-
      tetrahydrothieno[3,2-c]pyridin-2-yl acetate
    ECHA InfoCard100.228.719 Edit this at Wikidata
    Chemical and physical data
    FormulaC20H20FNO3S
    Molar mass୩୭୩.୪୪ g·mol−1
    3D model (JSmol)
    • CC(=O)Oc1cc2c(s1)CCN(C2)C(c3ccccc3F)C(=O)C4CC4
    • InChI=1S/C20H20FNO3S/c1-12(23)25-18-10-14-11-22(9-8-17(14)26-18)19(20(24)13-6-7-13)15-4-2-3-5-16(15)21/h2-5,10,13,19H,6-9,11H2,1H3 checkY
    • Key:DTGLZDAWLRGWQN-UHFFFAOYSA-N checkY
      (verify)

    ପ୍ରାସୁଗ୍ରେଲ, ଏକ ବେପାର ନାମ ଏଫିଏଣ୍ଟ, ହେଉଛି ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ (PCI) ଚିକିତ୍ସାରେ ଥିବା ତୀବ୍ର କରୋନାରି ସିଣ୍ଡ୍ରୋମ (ACS) ରୋଗୀମାନଙ୍କର ଲୋକମାନଙ୍କ ରକ୍ତ ଜମାଟ ନ ବାନ୍ଧିବା ପାଇଁ ବ୍ୟବହୃତ ହୁଏ । ଏହା ଆସ୍ପିରିନ୍ ସହିତ ଏକତ୍ର ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ ପୁରପୁରା ଏବଂ ଆଞ୍ଜିଓଇଡେମା ହୋଇପାରେ।[୨] ଏହା ପି୨ୱାଇ12 (P2Y12 ) ପ୍ଲାଲେଟ୍ ଆଡେନୋସିନ ଡାଇଫସଫେଟ୍ (ADP) - ରିସେପ୍ଟର ଇନହିବିଟର ପ୍ରକାରର ଏକ ପ୍ଲାଟେଲେଟ ଇନହିବିଟର ।[୨]

    ୨୦୦୯ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୧] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ପ୍ରାୟ ୬ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପାଇଁ ପ୍ରାୟ ୩୦ ଡଲାର ଖର୍ଚ୍ଚ ହୁଏ ।[୫] ୨୦୨୦ ମସିହାରୁ ଏହା ଆଉ କାନାଡାରେ ଉପଲବ୍ଧ ହେଉନାହିଁ ।[୬]

    1. 1 2 3 "Efient". Archived from the original on 26 February 2021. Retrieved 29 October 2021.
    2. 1 2 3 "DailyMed - PRASUGREL- prasugrel hydrochloride tablet, film coated". dailymed.nlm.nih.gov. Archived from the original on 30 October 2021. Retrieved 29 October 2021.
    3. ↑ "Prasugrel Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 29 October 2021.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 230. ISBN 978-0857114105.
    5. ↑ "Prasugrel Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 29 October 2021.
    6. ↑ Lordkipanidzé, Marie (December 2020). "Implications of the Antiplatelet Therapy Gap Left with Discontinuation of Prasugrel in Canada". CJC Open. 2020. doi:10.1016/j.cjco.2020.11.021. ISSN 2589-790X. {{cite journal}}: Unknown parameter |displayauthors= ignored (|display-authors= suggested) (help)