ପ୍ରଜ୍ଞାନ ଓଝା

ଉଇକିପିଡ଼ିଆ‌ରୁ
(Pragyan Ojhaରୁ ଲେଉଟି ଆସିଛି)
ପ୍ରଜ୍ଞାନ ଓଝା
ବ୍ୟକ୍ତିଗତ ତଥ୍ୟ
ନାମପ୍ରଜ୍ଞାନ ପ୍ରୟାସ ଓଝା
ଜନ୍ମ (1986-09-05) ୫ ସେପ୍ଟେମ୍ବର ୧୯୮୬ (ବୟସ ୩୭)
ଖୋର୍ଦ୍ଧା, ଓଡ଼ିଶା
ଉଚ୍ଚତା1.83 m (6 ft 0 in)
ବ୍ୟାଟିଂ ପ୍ରକାରLeft-handed
ବୋଲିଂ ପ୍ରକାରSlow left arm orthodox
ଭୂମିକାBowler
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 261)24 November 2009 v Sri Lanka
ଶେଷ ଟେଷ୍ଟ22 March 2013 v Australia
ପ୍ରଥମ ଦିନିକିଆ (cap 174)28 June 2008 v Bangladesh
ଶେଷ ଦିନିକିଆ24 July 2012 v Sri Lanka
ପ୍ରଥମ ଟି୨୦ (cap 23)6 June 2009 v Bangladesh
ଶେଷ ଟି୨୦13 June 2010 v Zimbabwe
ଘରୋଇ ଦଳ ତଥ୍ୟ
YearsTeam
2004/05–presentHyderabad
2008–2011Deccan Chargers
2012–presentMumbai Indians[୧]
2011–presentSurrey
Career statistics
ପ୍ରତିଯୋଗିତା Tests ODIs FC List A
ମ୍ୟାଚ ସଂଖ୍ୟା 22 18 71 76
ମୋଟ ରନ 87 46 509 203
ବ୍ୟାଟିଂ ହାର 9.66 23.00 9.42 8.45
ଶତକ/ଅର୍ଦ୍ଧଶତକ 0/0 0/0 0/0 0/0
ସର୍ବାଧିକ ରନ 18* 16* 35 20
ବଲ ସଂଖ୍ୟା 7,235 876 18,376 3,939
ଉଇକେଟ 102 21 309 93
ବୋଲିଂ ହାର 31.78 31.04 28.07 32.44
ଇନିଙ୍ଗସରେ ୫ଟି ଉଇକେଟ 5 0 18 2
ମ୍ୟାଚରେ ୧୦ଟି ଉଇକେଟ 0 0 1 0
ସବୁଠୁ ଭଲ ବୋଲିଂ 6/47 4/38 7/114 5/19
କ୍ୟାଚ/ଷ୍ଟମ୍ପିଙ୍ଗ 8/– 7/– 25/– 25/–
Source: Cricinfo, 24 March 2013

ପ୍ରଜ୍ଞାନ ଓଝାଙ୍କ ଜନ୍ମ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ । ସେ ଡି.ଏ.ଭି ଚନ୍ଦ୍ରସେଖରପୁରର ଛାତ୍ର।ତାଙ୍କ କ୍ରିକେଟ ଜୀବନ ଆରମ୍ଭ ହୁଏ ଭୁବନେଶ୍ୱରର ସହିଦ୍ ସ୍ପୋର୍ଟିଙ୍ଗ୍ କ୍ଲବ୍ରୁ ପରେ ସେ ଭାରତୀୟ କ୍ରିକେଟ ଦଳ ,ଡେକାନ୍ ଚାର୍ଜର୍,ହାଇଦରାବାଦ ପାଁଇ ଖେଳି ସାରିଛନ୍ତି। ପ୍ରଜ୍ଞାନ ଓଝା ମୁରଲିଧରନ୍ଙ୍କ ଶେଷ ଓ ବିଶ୍ୱ ରେକର୍ଡ ୮୦୦ ତମ ଉଇକେଟ ହୋଇଥିଲେ।

ରେକର୍ଡ୍:

ତଥ୍ୟ ଶ୍ରେଣୀ
ପ୍ରଥମ ଟେଷ୍ଟ୍ ୨୪ ନଭେମ୍ବର ୨୦୦୯ ଶ୍ରୀଲଙ୍କା ବିରୁଦ୍ଦରେ
ପ୍ରଥମ ଦିନିକିଆ ୨୮ ଜୁନ୍ ୨୦୦୮ ବାଙ୍ଗଲାଦେଶ ବିରୁଦ୍ଦରେ
ଦଳ ଭାରତୀୟ କ୍ରିକେଟ ଦଳ ,ଡେକାନ୍ ଚାର୍ଜର୍,ହାଇଦରାବାଦ

ଆଧାର[ସମ୍ପାଦନା]

  1. Pragyan Ojha transfers to Mumbai Indians from Deccan Chargers