ବ୍ୟବହାରକାରୀ:DashNistha/ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା
ଦେଖଣା
(Pradhan Mantri Jeevan Jyoti Bima Yojanaରୁ ଲେଉଟି ଆସିଛି)
ସାମାଜିକ ସୁରକ୍ଷା ଯୋଜନା ଅଧିନସ୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧ ମଇ ୨୦୧୫ରେ ଶୁଭାରମ୍ଭ ହୋଇଥିବା ଏକ ବୀମା ଯୋଜନା । ଏହି ବୀମା ଯୋଜନା ଅନ୍ତର୍ଗତ ଏକ ବର୍ଷର ବୀମା କଭର ମିଳିବ । ଏହା ପ୍ରତିବର୍ଷ ନବୀକରଣ ଯୋଗ୍ୟ ଅଟେ । ଯେକୌଣସି ଦୁର୍ଘଟନ ଜନିତ ମୃତ୍ୟୁରେ ଏହି ବୀମା ରାଶି ମିଳିବ ଏହି ଯୋଜନା ଭାରତୀୟ ଜୀବନ ବୀମା ନିଗମ ସହ ପ୍ରସ୍ତୁତ ଏବଂ ପରିଚାଳିତ କରାଯାଉଛି । ରାଷ୍ଟ୍ରାୟତ ସାଧାରଣ ବୀମା କମ୍ପାନୀ ଏବଂ ଅନ୍ୟ ବୀମା କମ୍ପାନୀ ଯେଉଁମାନେ ଉକ୍ତ ଯୋଜନାରେ ଯୋଗଦେବାକୁ ଚାହିଁବେ ବ୍ୟାଙ୍କ ସହ ଅନୁବନ୍ଧିତ ହେବେ ସେମାନେ ସେମାନଙ୍କ ଗ୍ରାହକମାନଙ୍କ ପାଇଁ ଏହାକୁ କାର୍ଯ୍ୟକାରୀ କରିପାରିବେ ।
କଭର ସୁବିଧା
[ସମ୍ପାଦନା]ନାମାଙ୍କନ ଅବଧି
[ସମ୍ପାଦନା]ନାମାଙ୍କନ ପ୍ରକ୍ରିୟା
[ସମ୍ପାଦନା]ଲାଭ
[ସମ୍ପାଦନା]ପ୍ରିମିୟମ
[ସମ୍ପାଦନା]ବୀମା ରାଶି କେତେ ମିଳିବ
[ସମ୍ପାଦନା]ଯୋଗ୍ୟତା
[ସମ୍ପାଦନା]ମୂଖ୍ୟ ପଲିସିଧାରୀ
[ସମ୍ପାଦନା]ଆଶ୍ବାସନାର ସମାପ୍ତି
[ସମ୍ପାଦନା]ସରକାରଙ୍କ ଯୋଗଦାନ
[ସମ୍ପାଦନା]ପ୍ରଶାସନ
[ସମ୍ପାଦନା]ପ୍ରିମିୟମର ବିନିଯୋଗ
[ସମ୍ପାଦନା]