Jump to content

ପ୍ରଭା ଚାଟାର୍ଜୀ

ଉଇକିପିଡ଼ିଆ‌ରୁ
(Prabha Chatterjiରୁ ଲେଉଟି ଆସିଛି)

ପ୍ରଭା ଚାଟାର୍ଜୀ ଭାରତର ବେଙ୍ଗାଳୁରୁସ୍ଥିତ ଜନ ଏଫ. ୱେଲ୍ସ ଟେକନୋଲୋଜି ସେଣ୍ଟରରେ (ଆଗରୁ ଜେନେରାଲ ଇଲେକ୍ଟ୍ରିକ ଗ୍ଲୋବାଲ ରିସର୍ଚ ଆଣ୍ଡ ଟେକନୋଲୋଜି ଡେଭଲପମେଣ୍ଟ ସେଣ୍ଟର ନାମରେ ଜଣା) ଜଣେ ଭାରତୀୟ ବୈଜ୍ଞାନିକ ।[] ସେ ଆଗରୁ ହାଇଦ୍ରାବାଦର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକନୋଲୋଜିରେ ଜଣେ ବରିଷ୍ଠ ବୈଜ୍ଞାନିକ ଥିଲେ ଓ ଭାରତର ସୋସାଇଟି ଅଫ ବାଇଓମ୍ୟାଟେରିଆଲ୍ସ ଆଣ୍ଡ ଆର୍ଟିଫିସିଆଲ ଅର୍ଗାନ୍ସର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ ।[][] ସେ ପ୍ରଧାନତଃ ଭାରତରେ ବିଜ୍ଞାନ ଓ ପ୍ରଯୁକ୍ତି ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକରିଛନ୍ତି ।[]

  1. ୧.୦ ୧.୧ "Prabha Chatterji". Women in science: an Indian Academy of Sciences initiative. Indian Academy of Sciences. 2007. Retrieved 17 March 2014.
  2. "Executive committee for 2011-2014". Society for Biomaterials and Artificial Organs - India. Archived from the original on 6 October 2014. Retrieved 17 March 2014.
  3. "Smt. Chandaben Mohanbhai Patel Industrial Research Award for Women Scientists". Archived from the original on 26 February 2014. Retrieved 17 March 2014.