Jump to content

ପୁନମବେନ୍ ମାଡାମ୍

ଉଇକିପିଡ଼ିଆ‌ରୁ
(Poonamben Maadam‌ରୁ ଲେଉଟି ଆସିଛି)
ପୁନମବେନ୍ ମାଡାମ୍
ସାଂସଦ: ୧୬ଶ, ୧୭ଶ୧୮ଶ ଲୋକ ସଭା
Assumed office
୧୬ ମଇ ୨୦୧୪
ପୂର୍ବ ଅଧିକାରୀଅହିର ବିକ୍ରମଭାଇ ଅର୍ଜନଭାଇ ମାଡାମ
ନିର୍ବାଚନ ମଣ୍ଡଳୀଜାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1974-09-23) ୨୩ ସେପ୍ଟେମ୍ବର ୧୯୭୪ (ବୟସ ୫୧)
ଜାମନଗର, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (୨୦୧୨ - ଏବେଯାଏଁ)
ଜୀବନ ସାଥୀପରମିନ୍ଦର କୁମାର
ସନ୍ତାନ
୨୨ ଅପ୍ରେଲ, ୨୦୧୯ ସୁଦ୍ଧା

ପୁନମବେନ୍ ମହାଜନ (ଜନ୍ମ: ୨୩ ସେପ୍ଟେମ୍ବର ୧୯୭୪) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଦ୍ୱାରକା ଜିଲ୍ଲାର ଖାମଭାଲିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ । ସେ ୨୦୧୪, ୨୦୧୯୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ ଜାମନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଯଥାକ୍ରମେ ୧୬ଶ, ୧୭ଶ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[][][][]

ରାଜନୈତିକ ଜୀବନ

[ସମ୍ପାଦନା]

୨୦୦୯ ମସିହାରୁ ୨୦୧୨ ଯାଏଁ ସେ ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଭାବରେ ଗୁଜରାଟ ରାଜନୀତିରେ ସକ୍ରିୟ ଥିଲେ । ୨୦୧୨ ମସିହାରେ, ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।[]

  1. "Rs 3 crore showered in 30 seconds as female BJP MP dances". Zee News (in ଇଂରାଜୀ). 2015-04-18. Retrieved 2021-06-22.
  2. "BJP MP Poonamben Maadam Falls In Drain During Demolition Drive". www.news18.com (in ଇଂରାଜୀ). 2016-05-16. Retrieved 2021-06-22.
  3. "Jamnagar Constituency Lok Sabha Election Results 2024". Bru Times News (in ଇଂରାଜୀ).
  4. "Jamnagar election results 2024 live updates: BJP's Poonamben Hematbhai Maadam wins against Cong's J P Maraviya". The Times of India. 4 June 2024.
  5. "Powerful Jamnagr rural lady Poonam Madam leaves Congress, joins BJP". DeshGujarat (in ଆମେରିକୀୟ ଇଂରାଜୀ). 2012-11-22. Retrieved 2021-06-22.