ପୂନମ ନାରୁଲା
ଦେଖଣା
(Poonam Narulaରୁ ଲେଉଟି ଆସିଛି)
ପୂନମ ନାରୁଲା ଗୋଏଲ | |
|---|---|
![]() ସେପ୍ଟେମ୍ବର ୨୦୧୫ରେ, ପୂନମ ନାରୁଲା | |
| ଜନ୍ମ | ପୂନମ ନାରୁଲା |
| ଜାତୀୟତା | ଭାରତୀୟ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୧୯୯୫–୨୦୦୫; ୨୦୦୮; ୨୦୧୦ |
| ପ୍ରସିଦ୍ଧି | କସୌଟି ଜିନ୍ଦେଗୀ କେ |
| ବୈବାହିକ-ସାଥୀ | ମନିଷ ଗୋଏଲ (ବିବାହ: ୨୦୦୨) |
| ସନ୍ତାନ | ୨ |
ପୂନମ ନାରୁଲା ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ଶରହତ୍[୧] ଓ କସୌଟି ଜନ୍ଦେଗୀ କେ ଭଳି ହିନ୍ଦୀ ଧାରାବାହିକରେ ଅଭିନୟ କରିବା ପାଇଁ ଜଣାଶୁଣା ।[୨] ୨୦୦୫ ମସିହାରେ, ସେ ନାଚ୍ ବଲିୟେ ୧ରେ ଅଂଶଗ୍ରହଣ କରିଥିଲେ ଏବଂ ୧ମ ଉପ-ବିଜେତା ହୋଇଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ମୁମ୍ବାଇ ସ୍ଥିତ ଅଶୋକ କୁମାରଙ୍କ ଆକ୍ଟିଂ ଏକାଡେମୀରୁ ଶିକ୍ଷା ଗ୍ରହଣ କରିବା ପରେ, ପୁନମ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ ।[୩] ସେ ଷ୍ଟାର୍ ପ୍ଲସ୍ର ଧାରାବାହିକ ଶରହତ୍ରେ କାମ କରିଥିଲେ ।[୪] ପରେ ପରେ ସେ, ଇତିହାସ, କସୌଟି ଜିନ୍ଦେଗୀ କେ, ମାନୋ ୟା ନା ମାନୋ, କାହିଁ କିସି ରୋଜ୍, କୁସୁମ ଓ କାହାନୀ ଘର ଘର କୀ ଭଳି ଧାରାବାହିକରେ କାମ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ୨୦୦୨ ମସିହାରେ, ମନିଷ ଗୋଏଲଙ୍କୁ ବିବାହ କରିଥିଲେ ।[୫] ସେମାନଙ୍କର ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି ।[୬]
ଟେଲିଭିଜନ
[ସମ୍ପାଦନା]| ବର୍ଷ | କାର୍ଯ୍ୟକ୍ରମ/ଧାରାବାହିକ | ଭୂମିକା |
|---|---|---|
| ୧୯୯୫ | ମାନୋ ୟା ନା ମାନୋ | ମେହକ |
| ୧୯୯୫–୧୯୯୭ | ପରମ୍ପରା | |
| ୧୯୯୬–୧୯୯୭ | ଇତିହାସ | ମୋନା |
| ୧୯୯୭ | ସଟର୍ଡେ ସସ୍ପେନ୍ସ | |
| ୧୯୯୭–୧୯୯୮ | ବିଶ୍ୱାସ | ପୂନମ |
| ସଫର | ଅନୀତା | |
| ୧୯୯୮–୨୦୦୧ | ଆଶୀର୍ବାଦ | ଅମିତା ଦେଶମୁଖ |
| ୧୯୯୮–୨୦୦୩ | ଅଉରତ | |
| ୧୯୯୯–୨୦୦୦ | ଏକ୍ସ ଜୋନ୍ | |
| କର୍ତ୍ତବ୍ୟ | ||
| ସାଥ ସାଥ | ||
| କନ୍ୟାଦାନ | ||
| ୨୦୦୦–୨୦୦୧ | କସମ | ପ୍ରିୟଙ୍କା ବିଶାଲ ଭାଟିଆ |
| କର୍ଜ ପିଛ୍ଲେ ଜନମ୍ କା | ||
| ୨୦୦୧–୨୦୦୨ | କୁଟୁମ୍ବ | ନନ୍ଦିନୀ ମିତ୍ତଲ |
| ୨୦୦୧–୨୦୦୩ | କସୌଟି ଜିନ୍ଦେଗୀ କେ[୭] | ନିବେଦିତା ବାସୁ |
| ୨୦୦୩ | କାହାନୀ ତେରୀ ମେରୀ | ରଜିତା |
| ୨୦୦୩–୨୦୦୪ | ଶରହତ୍[୮] | ରାଧା ସୁରଜ ମାଲହୋତ୍ରା |
| ୨୦୦୩–୨୦୦୫ | କୁସୁମ | ମାହି ଅଭୟ କପୂର |
| ୨୦୦୫ | ନାଚ ବଲିୟେ ୧ | ପ୍ରତିଯୋଗୀ |
| ଅସ୍ତିତ୍ୱ ଏକ୍ ପେହଚାନ୍ | ||
| ୨୦୦୮ | ଉସ୍ତାଦୋଁ କା ଉସ୍ତାଦ | ପ୍ରତିଯୋଗୀ |
| ୨୦୧୦ | ମୀଠି ଚୋରି ନଂ ୧ |
ପୁରସ୍କାର
[ସମ୍ପାଦନା]| ବର୍ଷ | ପୁରସ୍କାର | ବର୍ଗ | କାମ | ଫଳାଫଳ |
|---|---|---|---|---|
| ୨୦୦୨ | ଇଣ୍ଡିଆ ଟେଲିଭିଜନ ଏକାଡେମୀ ଆୱାର୍ଡ଼ | ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ | କସୌଟି ଜିନ୍ଦେଗୀ କେ | ମନୋନୀତ |
ଆଧାର
[ସମ୍ପାଦନା]- ↑ "Remember the early 2000s' show Shararat? Here's where the stars of the show are and how they look now [PHOTOS]". www.timesnownews.com (in ବ୍ରିଟିଶ୍ ଇଂରାଜୀ). Retrieved 2019-07-13.
- ↑ "Here Is The Confirmed List Of Who Is Playing Which Character In Kasautii Zindagii Kay Reboot". Desimartini (in ଇଂରାଜୀ). 2018-09-04. Archived from the original on 5 September 2018. Retrieved 2019-07-13.
- ↑ ""TV gives me an unbelievable high":Poonam Narula". Indian Television Dot Com (in ଇଂରାଜୀ). 2003-09-17. Retrieved 2019-07-13.
- ↑ "Shararat reunion: Karanvir Bohra, Farida Jalal, Shruti Seth's family outing. See all the pics". Hindustan Times (in ଇଂରାଜୀ). 2018-09-10. Retrieved 2019-07-13.
- ↑ "Manish Goel: My wife Poonam is the best gift that my maa has given me - Times of India ►". The Times of India (in ଇଂରାଜୀ). Retrieved 2019-07-13.
- ↑ Team, Tellychakkar. "Poonam expecting her second child". Tellychakkar.com (in ଇଂରାଜୀ). Retrieved 2019-07-13.
- ↑ "Kasautii Zindagii Kay's original cast had a reunion. See pics". India Today (in ଇଂରାଜୀ). Retrieved 2019-08-19.
- ↑ "The actors of Shararat: Where are they now?". The Indian Express (in Indian English). 2019-05-20. Retrieved 2019-07-13.
