Jump to content

ପୂଜା ବର୍ମା

ଉଇକିପିଡ଼ିଆ‌ରୁ
(Pooja Vermaରୁ ଲେଉଟି ଆସିଛି)
ପୂଜା ବର୍ମା
ଜନ୍ମ
ଦିଲ୍ଲୀ, ଭାରତ
ପେଷାଅଭିନେତ୍ରୀ

ପୂଜା ବର୍ମା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ପଞ୍ଜାବୀ କଥାଚିତ୍ର ଜଗତରେ କାମ କରନ୍ତି । ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି ।[୧] ୨୨ଜି ତୁସ୍ସି ଜାଏଣ୍ଟ ହୋ, ଡାକୁଆଁ ଦା ମୁଣ୍ଡା ଏବଂ ୧୫ ଲାଖ୍ ଆଉଗା ଭଳି ପଞ୍ଜାବୀ କଥାଚିତ୍ରରେ ସେ କାମ କରିଛନ୍ତି ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭାଷା ଭୂମିକା ମନ୍ତବ୍ୟ
୨୦୧୪ ବାଜ୍[୨] ପଞ୍ଜାବୀ ପୂଜା ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୧୫ ୨୨ଜି ତୁସ୍ସି ଜାଏଣ୍ଟ ହୋ ଲଭ୍‌ଲୀନା
୨୦୧୮ ଡାକୁଆଁ ଦା ମୁଣ୍ଡା[୩]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ମ୍ୟୁଜିକ୍ ଭିଡିଓ କଣ୍ଠଶିଳ୍ପୀ ଭାଷା ମନ୍ତବ୍ୟ
ହାୟେ ମେରା ଦିଲ୍ ଅଲ୍‌ଫାଜ୍ ପଞ୍ଜାବୀ
ମୋତିୟା ସତିନ୍ଦର ସର୍‌ତାଜ
କଙ୍ଗନା ପ୍ରୀତ ହରପାଲ
ଇଦାୟେ ନା କର ସୋନୁ କକ୍କଡ଼, ଏମ୍ଏସ୍ ଚନ୍ଧୋକ
ରାତନ ଗ୍ୟାରି ସନ୍ଧୁ
  1. ↑ "[EXCLUSIVE] Pooja Verma says Sara Gurpal's eviction from BB 14 was shocking; reveals she wishes to do the show".
  2. ↑ "इन्हें बनना था लेक्चरर, अब एक्ट्रेस बन \'बाज़\' से कर रही हैं डेब्यू". Dainik Bhaskar. 13 November 2014.
  3. ↑ "Dakuaan Da Munda". The Times of India. Retrieved 9 July 2018.

ବାହାର ଲିଙ୍କ୍

[ସମ୍ପାଦନା]