Jump to content

ପଲିଷ୍ଟାଇରିନ ସଲଫୋନେଟ୍ସ

ଉଇକିପିଡ଼ିଆ‌ରୁ
(Polystyrene sulfonateରୁ ଲେଉଟି ଆସିଛି)
ପଲିଷ୍ଟାଇରିନ ସଲଫୋନେଟ୍ସ
Clinical data
Trade namesSodium salt: Kayexalate, Kionex, Resonium A
Calcium salt: Calcium Resonium, Sorbisterit, Resikali
AHFS/Drugs.commonograph
MedlinePlusa682108
Pregnancy
category
  • US: C (Risk not ruled out)
    Routes of
    administration
    By mouth, retention enema
    Legal status
    Legal status
    • ℞ (Prescription only)
    Pharmacokinetic data
    BioavailabilityNone
    MetabolismNone
    ExcretionFaeces (100%)
    Identifiers
    • Poly(4-vinylbenzenesulfonic acid)
    Chemical and physical data
    Formula[C8H7SO3] n
      (verify)

    ପଲିଷ୍ଟାଇରିନ ସଲଫୋନେଟ୍ସ ଏକ ଔଷଧ ସମୂହ ଯାହା ଉଚ୍ଚ ରକ୍ତ ପୋଟାସିୟମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହାର ପ୍ରଭାବ ସାଧାରଣତଃ କିଛି ଘଣ୍ଟାରୁ କିଛି ଦିନ ନେଇଥାଏ ।[] ଏହା ପାଟିରେ ଦିଆଯାଇପାରେ କିମ୍ବା ମଳଦ୍ୱାର ପଥରେ ବ୍ୟବହୃତ ହୋଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଭୋକ ହ୍ରାସ, ପାକଅନ୍ତନଳୀରେ ସମସ୍ୟା, କୋଷ୍ଠକାଠିନ୍ୟ ଏବଂ କମ୍ ରକ୍ତ କ୍ୟାଲସିୟମ୍ ହୋଇପାରେ ।[] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନ୍ତନଳୀରେ ଆଘାତ, ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା ଏବଂ ହୃଦ୍‌ପାତ ହୋଇପାରେ ।[] ଏହା ଏକ କାଟାୟନ ବିନିମୟ ରେଜିନ ଭାବରେ କାମ କରେ ।[]

    ୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସୋଡିଅମ ପଲିଷ୍ଟାଇରିନ ସଲଫୋନେଟ୍ସ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୪୫୦ ଗ୍ରାମର ସୋଡିଅମ ଲୁଣର ମୂଲ୍ୟ ୨୦୨୧ ମସିହାରେ ୬୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ସୋଡିଅମ ଲୁଣର ମୂଲ୍ୟ ୮୧ ପାଉଣ୍ଡ ଥିଲାବେଳେ କ୍ୟାଲସିଅମ ଲୁଣର ମୂଲ୍ୟ ୧୨୫ ପାଉଣ୍ଡ ଥିଲା ।[]

    1. 1 2 3 4 5 6 7 "Sodium Polystyrene Sulfonate Monograph for Professionals". Drugs.com (in ଇଂରାଜୀ). Archived from the original on 21 October 2020. Retrieved 25 October 2019.
    2. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1117. ISBN 978-0-85711-369-6.{{cite book}}: CS1 maint: date format (link)
    3. "Sodium polystyrene sulfonate Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 25 October 2019. Retrieved 12 October 2021.