Jump to content

ପିରୋକ୍ସିକାମ

ଉଇକିପିଡ଼ିଆ‌ରୁ
(Piroxicamରୁ ଲେଉଟି ଆସିଛି)
ପିରୋକ୍ସିକାମ
Skeletal formula of piroxicam
Space-filling model of the piroxicam molecule
Clinical data
Pronunciation/pˈrɒksɪˌkæm/
Trade namesFeldene, others[]
SynonymsPiroksikam, piroxikam
AHFS/Drugs.commonograph
MedlinePlusa684045
Pregnancy
category
  • AU: C
    Routes of
    administration
    By mouth
    Legal status
    Legal status
    Pharmacokinetic data
    Protein binding99%[]
    MetabolismLiver-mediated hydroxylation and glucuronidation[]
    Elimination half-life50 hours[]
    ExcretionUrine, faeces
    Identifiers
    • 4-Hydroxy-2-methyl-N-(2-pyridinyl)-2H-1,2-benzothiazine-3-carboxamide 1,1-dioxide
    ECHA InfoCard100.048.144 Edit this at Wikidata
    Chemical and physical data
    FormulaC15H13N3O4S
    Molar mass୩୩୧.୩୫ g·mol−1
    3D model (JSmol)
    • OC=2c1ccccc1S(=O)(=O)N(C)C=2C(=O)Nc3ccccn3
    • InChI=1S/C15H13N3O4S/c1-18-13(15(20)17-12-8-4-5-9-16-12)14(19)10-6-2-3-7-11(10)23(18,21)22/h2-9,19H,1H3,(H,16,17,20) checkY
    • Key:QYSPLQLAKJAUJT-UHFFFAOYSA-N checkY
      (verify)

    ପିରୋକ୍ସିକାମ ହେଉଛି ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଆର୍ଥ୍ରାଇଟିସ୍ ଏବଂ ଋତୁଶୂଳ ପରି ଅବସ୍ଥାରେ ଏହା ଦିଆଯାଇପାରେ ।[] ଏହା ପାଟିରେ ଦିଆଯାଏ କିମ୍ବା ଚର୍ମରେ ପ୍ରୟୋଗ କରାଯାଏ ।[][]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବୁକୁଜ୍ୱାଳା, ଅଇ, ତରଳ ଝାଡ଼ା, ଲାଲ ଦାଗ, ମୁଣ୍ଡବିନ୍ଧା, ଫୁଲା ଏବଂ କାନନାଦ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ବୃକ୍‌କ ସମସ୍ୟା, ଖାଦ୍ୟନଳୀ ରକ୍ତସ୍ରାବ, ହୃଦ ରୋଗ, ହୃଦ୍‌ପାତ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଗର୍ଭାବସ୍ଥାର ଉତ୍ତର ଭାଗରେ ଔଷଧ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହାର ନାମ ଅକ୍ସିକାମ ଔଷଧ ପରିବାରରେ ଅଛି ଏବଂ କ‌କ୍ସ-୧ ଓ କ‌କ୍ସ-୨କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ପିରୋକ୍ସିକାମ ୧୯୬୮ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୯ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ବାବଦ ୨୦୨୧ ସୁଦ୍ଧା ପ୍ରାୟ £୫ ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଷ୍ଟ୍ରରେ ଏହି ଔଷଧ ଖର୍ଚ୍ଚ ପ୍ରାୟ ୩୦ ଡଲାର ଅଟେ ।[] ଏହାକୁ ଅନେକ ବେପାର ନାମରେ ବିକ୍ରି କରାଯାଏ ।[]

    1. 1 2 "Piroxicam Uses, Side Effects & Warnings". Drugs.com (in ଇଂରାଜୀ). Archived from the original on 28 August 2021. Retrieved 28 October 2021.
    2. "Archive copy" (PDF). Archived (PDF) from the original on 2021-08-28. Retrieved 2021-01-28.{{cite web}}: CS1 maint: archived copy as title (link)
    3. 1 2 3 Brayfield, A, ed. (14 January 2014). "Piroxicam". Martindale: The Complete Drug Reference. London, UK: Pharmaceutical Press. Archived from the original on 28 August 2021. Retrieved 24 June 2014.
    4. 1 2 3 4 5 6 7 "Piroxicam Monograph for Professionals". Drugs.com (in ଇଂରାଜୀ). Archived from the original on 21 October 2021. Retrieved 28 October 2021.
    5. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1196. ISBN 978-0857114105.
    6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 519. ISBN 9783527607495. Archived from the original on 2020-07-10. Retrieved 2020-09-06.
    7. "Piroxicam Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 28 October 2021.