ପ୍ରିମିନେରାଲାଇଜେସନ

ଉଇକିପିଡ଼ିଆ‌ରୁ
(Permineralizationରୁ ଲେଉଟି ଆସିଛି)

ପ୍ରିମିନେରାଲାଇଜେସନ ଏକ ଜୀବଶ୍ନିକରଣ ପ୍ରକ୍ରିୟା ଅଟେ । ଏହି ପ୍ରକ୍ରିୟାରେ ଖଣିଜ ଲବଣ ଜମାହେବାଦ୍ୱାରା ଜୀବ ଶରୀରର ଅଭ୍ୟନ୍ତର ଭାଗ କଠିନ ହୋଇଯାଏ । ଜଳଦ୍ୱାରା ଏହି ଖଣିଜଲବଣ ସବୁ ଶରୀର ଟିସୁ ଗୁଡ଼ିକ ଭିତରେ ଥିବା ଖାଲି ସ୍ଥାନକୁ ଭରିଦିଏ । ପ୍ରିମିନେରାଲାଇଜେସନ ବିଷୟଟି ଜୀବ ଶରୀରର (ମୁଖ୍ୟତଃ ଉଦ୍ଭିଦ ଶରୀରର) ଅଭ୍ୟନ୍ତରୀଣ ଗଠନକୁ ବୁଝିବା ପାଇଁ ଉପଯୋଗୀ ଅଟେ ।[୧]

ପ୍ରକ୍ରିୟା[ସମ୍ପାଦନା]

ଉଦାହରଣ[ସମ୍ପାଦନା]

  • ଅଧିକାଂଶ ଡାଇନୋସର ଅସ୍ଥି ପ୍ରିମିନେରାଲାଇଜେସନଦ୍ୱାରା ଜୀବାଶ୍ମରେ ପରିଣତ ହୋଇଛନ୍ତି ।
  • ପ୍ରସ୍ତରିକୃତ କାଠ: ପ୍ରସ୍ତରିକୃତ ପ୍ରକ୍ରିୟାରେ, ପ୍ରିମିନେରାଲାଇଜେସନ ପ୍ରଥମ ସୋପାନ ଅଟେ । ଏହି ସମୟରେ ସେଲ୍ୟୁଲୋଜ ଝିଲ୍ଲୀଟି ସଂପୂର୍ଣ୍ଣ ରୂପେ ଖଣିଜଲବଣଦ୍ୱାରା ସ୍ଥାନାନ୍ତରିତ ହୋଇଯାଏ ।

ଆଧାର[ସମ୍ପାଦନା]

  1. Mani, K. (1996). Permineralization Retrieved March 29, 2009, from Fossils: A window to the past. Web site: http://www.ucmp.berkeley.edu/paleo/fossils/permin.html