Jump to content

ପେରିଣ୍ଡୋପ୍ରିଲ

ଉଇକିପିଡ଼ିଆ‌ରୁ
(Perindoprilରୁ ଲେଉଟି ଆସିଛି)
ପେରିଣ୍ଡୋପ୍ରିଲ
Clinical data
Pronunciationper-in-do-pril
Trade namesCoversyl, Coversum, Aceon, others
AHFS/Drugs.commonograph
Pregnancy
category
  • US: D (Evidence of risk)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability24%
    Protein binding20%
    MetabolismRenal
    Elimination half-life1–17 hours for perindoprilat (active metabolite)
    Identifiers
    • (2S,3aS,7aS)-1-[(2S)-2-{[(2S)-1-ethoxy-1-oxopentan-2-yl]amino}propanoyl]-octahydro-1H-indole-2-carboxylic acid
    ECHA InfoCard100.120.843 Edit this at Wikidata
    Chemical and physical data
    FormulaC19H32N2O5
    Molar mass୩୬୮.୪୭ g·mol−1
    3D model (JSmol)
    • O=C(OCC)[C@@H](N[C@H](C(=O)N1[C@H](C(=O)O)C[C@@H]2CCCC[C@H]12)C)CCC
    • InChI=1S/C19H32N2O5/c1-4-8-14(19(25)26-5-2)20-12(3)17(22)21-15-10-7-6-9-13(15)11-16(21)18(23)24/h12-16,20H,4-11H2,1-3H3,(H,23,24)/t12-,13-,14-,15-,16-/m0/s1 checkY
    • Key:IPVQLZZIHOAWMC-QXKUPLGCSA-N checkY
      (verify)

    ପେରିଣ୍ଡୋପ୍ରିଲ ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍‌ପାତ, ମଧୁମେହ ସମ୍ବନ୍ଧୀୟ ବୃକ୍‌କ ରୋଗ ଏବଂ କରୋନାରୀ ଧମନୀ ରୋଗର ଚିକିତ୍ସା ପାଇଁ ଦିଆଯାଏ । [] [] ଏହା ପାଟିରେ ଦିଆଯାଏ ।[] ସର୍ବାଧିକ ପ୍ରଭାବ ମିଳିବାକୁ ଅନେକ ସପ୍ତାହ ଲାଗିଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଦୃତ ହୃଦଗତି, ମାଂସପେଶୀ କ୍ରାମ୍ପ ଏବଂ ମୂତ୍ରରେ ପୁଷ୍ଟିସାର ନିର୍ଗତ ହୋଇପାରେ ।[] [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା, ନିମ୍ନ ରକ୍ତଚାପ ଏବଂ ବୃକ୍‌କ ବିଫଳତା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ବୃକ୍‌କ ଜନିତ ସମସ୍ୟାରେ କମ୍ ମାତ୍ରା ଔଷଧ ବ୍ୟବହାର କରାଯିବା ଉଚିତ୍ ।[] ଏହା ଏକ ଆଞ୍ଜିଓଟେନସିନ୍-ରୂପାନ୍ତକାରୀ ଇଞ୍ଜାଇମ ଅବରୋଧକ ଏବଂ ରେନିନ-ଆଙ୍ଗିଓଟେନସିନ୍-ଆଲଡୋଷ୍ଟେରନ୍ ପ୍ରଣାଳୀକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ପେରିଣ୍ଡୋପ୍ରିଲ ୧୯୮୦ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୮ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୫ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୭ ପାଉଣ୍ଡ ।[] ଏହା ପେରିଣ୍ଡୋପ୍ରିଲ ଏର୍ବୁମାଇନ ଓ ପେରିଣ୍ଡୋପ୍ରିଲ ଅର୍ଜିନିନ ନାମରେ ଉପଲବ୍ଧ ହୁଏ ।[]


    1. 1 2 3 4 5 6 7 "Perindopril Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 18 July 2021.
    2. "Consumer Medicine Information, GenRx Perindopril" (PDF). Clinical Resources, Medicine information for health professionals. Royal Australian College of General Practitioners. Archived from the original (PDF) on 2007-09-01.
    3. 1 2 3 4 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 182. ISBN 978-0-85711-369-6.{{cite book}}: CS1 maint: date format (link)
    4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 467. ISBN 9783527607495. Archived from the original on 2021-08-28. Retrieved 2020-05-12. {{cite book}}: Unknown parameter |name-list-format= ignored (|name-list-style= suggested) (help)
    5. 1 2 "Perindopril Prices, Coupons & Savings Tips - GoodRx". GoodRx. Retrieved 18 July 2021.