Jump to content

ପେମେଟ୍ରେକ୍ସେଡ

ଉଇକିପିଡ଼ିଆ‌ରୁ
(Pemetrexedରୁ ଲେଉଟି ଆସିଛି)
ପେମେଟ୍ରେକ୍ସେଡ
Clinical data
Trade namesAlimta, Pemfexy, Ciambra, others
AHFS/Drugs.commonograph
data
Pregnancy
category
  • AU: D
  • US: N (Not classified yet)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    BioavailabilityNA
    Protein binding81%
    MetabolismNegligible
    Elimination half-life3.5 hours
    ExcretionKidney
    Identifiers
    • (2S)-2-{[4-[2-(2-amino-4-oxo-1,7-dihydropyrrolo[2,3-d]pyrimidin-5-yl)ethyl]benzoyl]amino}pentanedioic acid
    ECHA InfoCard100.205.735 Edit this at Wikidata
    Chemical and physical data
    FormulaC20H21N5O6
    Molar mass୪୨୭.୪୨ g·mol−1
    3D model (JSmol)
    • Nc3nc2[nH]cc(CCc1ccc(C(=O)N[C@@H](CCC(=O)O)C(=O)O)cc1)c2c(=O)[nH]3
    • InChI=1S/C20H21N5O6/c21-20-24-16-15(18(29)25-20)12(9-22-16)6-3-10-1-4-11(5-2-10)17(28)23-13(19(30)31)7-8-14(26)27/h1-2,4-5,9,13H,3,6-8H2,(H,23,28)(H,26,27)(H,30,31)(H4,21,22,24,25,29)/t13-/m0/s1 checkY
    • Key:WBXPDJSOTKVWSJ-ZDUSSCGKSA-N checkY
      (verify)

    ପେମେଟ୍ରେକ୍ସେଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆଲିମ୍ଟା, ହେଉଛି ଏକ ଔଷଧ ଯାହା ମେସୋଥେଲିଓମା ଏବଂ ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ମେସୋଥେଲିଓମା ପାଇଁ ବ୍ୟବହୃତ ହୁଏ ଯାହା ପ୍ଲୁରା ସହିତ ଜଡିତ ଏବଂ ଅସ୍ତ୍ରୋପଚାରଦ୍ୱାରା ଅପସାରଣ କରାଯାଇପାରିବ ନାହିଁ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ ସାହାଯ୍ୟରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ସଂକ୍ରମଣ, ପାଟିର ପ୍ରଦାହ, ରାସ, ଅଇ, ଥକାପଣ, ଅଣନିଶ୍ୱାସ, ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[] ଥାଇମିଡାଇଲେଟ ଟ୍ରାନ୍ସଫରେଜ ଅବରୋଧ କରି ଓ ଡିଏନଏ ତ‌ଥା ଆରଏନଏ (DNA ଏବଂ RNA)ର ନିର୍ମାଣକୁ ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[] []

    ୨୦୦୪ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପେମେଟ୍ରେକ୍ସେଡ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧାର ଏହାର ମୂଲ୍ୟ ପ୍ରାୟ ୪୫୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ମୂଲ୍ୟ ପ୍ରାୟ ୩,୭୦୦ ଡଲାର ଥିଲା ।[]

    1. "Alimta- pemetrexed disodium injection, powder, lyophilized, for solution". DailyMed. 25 March 2020. Archived from the original on 20 October 2020. Retrieved 20 October 2020.
    2. 1 2 3 4 5 BNF 81: March-September 2021. BMJ Group and the Pharmaceutical Press. 2021. p. 960. ISBN 978-0857114105.
    3. 1 2 3 4 5 "PEMEtrexed Monograph for Professionals". Drugs.com (in ଇଂରାଜୀ). Archived from the original on 20 April 2019. Retrieved 27 October 2021.
    4. 1 2 "Alimta". Archived from the original on 18 January 2021. Retrieved 27 October 2021.
    5. "Pemetrexed Prices, Coupons & Savings Tips - GoodRx". GoodRx. Retrieved 27 October 2021.