Jump to content

ମୋତିସମ ଲିଙ୍ଗ ପାପ୍ୟୁଲ

ଉଇକିପିଡ଼ିଆ‌ରୁ
(Pearly penile papulesରୁ ଲେଉଟି ଆସିଛି)
Pearly penile papules
papillomatosis corona penis, corona capillitii, hirsuties coronae glandis, papillae coronis glandis, hirsutoid papillomas, hirsuties coronae glandis[][]
Glans penis with pearly penile papules
ବିଭାଗDermatology
ଲକ୍ଷଣPainless small bumps on ridge of glans of the penis[]
ଆକ୍ରାନ୍ତ ସମୟAge 20-30 years[]
ରୋଗ ନିର୍ଣ୍ଣୟ ପଦ୍ଧତିExamination[]
ସଠିକ ରୋଗ ନିର୍ଣ୍ଣୟGenital warts, molluscum contagiosum, sebaceous hyperplasia, lichen nitidus[]
ଚିକିତ୍ସାReassurance, generally no treatment necessary[]
PrognosisNot harmful, regress spontaneously, recurrence rare[]
ପୁନଃପୌନିକUp to half of young males[]

ମୋତିସମ ଲିଙ୍ଗ ପାପ୍ୟୁଲ (ଇଂରାଜୀ ଭାଷାରେ pearly penile papules (PPPs) ରୋଗରେ ସାଧାରଣଃ ଲିଙ୍ଗରେ ଛୋଟ ଫୁଲା ହୋଇପାରେ ।[] [] ଲିଙ୍ଗ ମୁଣ୍ଡ ଚାରି ପାଖରେ ୧ରୁ ୪ ମିମି ମଧ୍ୟରେ ଆକାର, ଧଳା କିମ୍ବା ମାଂସ ରଙ୍ଗର, ଚିକ୍କଣ ଏବଂ ଅର୍ଦ୍ଧ ଗୋଲାକାର ହୋଇଥାଏ ଏବଂ ବେଳେବେଳେ ଏକ ବା ଅନେକ ଧାଡିରେ ଲିଙ୍ଗରେ ଦେଖାଯାଏ । [] [] ଜଣେ କୃଷ୍ଣକାୟ ଲୋକଙ୍କଠାରେ ସେ ଗୁଡ଼ିକ ସାଧାରଣତଃ ଧଳା ଦେଖାଯାଏ । [] ସେଗୁଡ଼ିକ ଯନ୍ତ୍ରଣାହୀନ, କର୍କଟ ରୋଗହୀନ ଏବଂ ବିପଦାହୀନ ହୁଅନ୍ତି । []

ତାନସେଗୁଡ଼ିକ ହେଉଛି ଏକ ପ୍ରକାର ଆଞ୍ଜିଓଫାଇବ୍ରୋମା, ଯାହାର କାର୍ଯ୍ୟ ଭଲ ଭାବରେ ଜଣାପଡି ନାହିଁ ।[] [] ସେମାନଙ୍କୁ ବେଳେବେଳେ ପେନିଲ୍ ମେରୁଦଣ୍ଡର ଅବଶିଷ୍ଟାଂଶ ଭାବରେ ବର୍ଣ୍ଣନା କରାଯାଏ, ଯାହା ଅନ୍ୟ କେତେକ ପ୍ରାଣୀମାନଙ୍କ ଦେହରେ ସମାନ ସ୍ଥାନରେ ଦେଖାଯାଏ ଓ ଏହା ସେମାନଙ୍କର ଏକ ସମ୍ବେଦନଶୀଳ ବୈଶିଷ୍ଟ୍ୟ ।[] ପାପ୍ୟୁଲ ଗୁଡ଼ିକରୁ ଏକ ପ୍ରକାର ତେଲ ଭଳି ପଦାର୍ଥ ନିର୍ଗତ ହୁଏ ଯାହା ଲିଙ୍ଗର ମୁଣ୍ଡକୁ ଆର୍ଦ୍ର କରିଥାଏ । [] ଏହାକୁ ଦେଖିକରି ରୋଗ ନିର୍ଣ୍ଣୟ କରାଯାଏ । [] ଡର୍ମୋସ୍କୋପିରେ ସେଗୁଡ଼ିକ ଏକ କୋବଲଷ୍ଟୋନ ପରି ଦେଖାଯାଏ, କେନ୍ଦ୍ରୀୟ ବିନ୍ଦୁ କିମ୍ବା କମା ଆକୃତିର ରକ୍ତନାଳୀ ଓ କାତି ଛାଡ଼େନାହିଁ ।[] ଏକ ତନ୍ତୁ ବାୟୋପ୍ସିରେ ଘନ ସଂଯୋଗକାରୀ ତନ୍ତୁ, ଫାଇବ୍ରୋବ୍ଲାଷ୍ଟ ଏବଂ ଅନେକ ରକ୍ତବାହୀ ନାଳୀ ଦେଖାଯାଏ ।[] ବେଳେବେଳେ ଏହି ରୋଗର ଯୌନାଙ୍ଗ ଭାତୁଡ଼ି, ଯୌନାଙ୍ଗ ଭାତୁଡ଼ି, ମୋଲୁସ୍କମ କୋଣ୍ଟାଜିଓସମ୍, ସେବାସିଅସ୍ ହାଇପରପ୍ଲାସିଆ କିମ୍ବା ଲାଇଚେନ ନାଇଟିଡସ୍ ଭ୍ରମ ହୁଏ ।[] []

ସାଧାରଣତଃ ଆଶ୍ୱାସନା ଦିଆଯାଏ ଏବଂ କୌଣସି ଚିକିତ୍ସା ଆବଶ୍ୟକ ହୁଏନି । [] କାଉନସେଲିଂ, କ୍ରାୟୋଥେରାପି, ଲେଜର ଥେରାପି, କିମ୍ବା ଖିଅର କର୍ତ୍ତନ ଭଳି ବିକଳ୍ପ କରାଯାଇପାରେ । [] [] କ୍ଷତିକାରକ ପଦାର୍ଥ ସହିତ ଜଡିତ କେତେକ ଘରୋଇ ଉପଚାର କ୍ଷତିକାରକ ହୋଇପାରେ ।[୧୦] ସେଗୁଡ଼ିକ ବିସ୍ତାର ହୁଏ ନାହିଁ ଏବଂ ପ୍ରାୟତ ସ୍ୱତଃ ପ୍ରବୃତ୍ତ ଭାବରେ ଉପଶମ ହୋଇଯାଏ | [୧୧]

ପିପିପି ଏକ ସାଧାରଣ ରୋଗ, ଅର୍ଦ୍ଧେକ ଯୁବକ ପୁରୁଷଙ୍କଠାରେ ଦେଖାଯାଏ ।[] [] ଅସୁନ୍ନତ ଲୋକମାନଙ୍କଠାରେ ଅଧିକ ଦେଖାଯାଏ ।[] ସେଗୁଡ଼ିକ ପ୍ରଥମେ ୧୭୦୦ମସିହାରେ ବର୍ଣ୍ଣନା କରାଯାଇଥିଲା ଏବଂ ୧୯୬୪ ମସିହାରେ "ମୋତି ପେନିଲ୍ ପେପୁଲସ୍" ଶବ୍ଦ ପ୍ରସ୍ତୁତ କରାଯାଇଥିଲା। [] କେତେକ ଯୌନ ସଂକ୍ରମଣର ସମାନତା ହେତୁ ସେମାନଙ୍କୁ ଦେଖିବା କଷ୍ଟଦାୟକ ମନେହୁଏ। [] [୧୨]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Aldahan, Adam S.; Brah, Tara K.; Nouri, Keyvan (May 2018). "Diagnosis and Management of Pearly Penile Papules". American Journal of Men's Health. 12 (3): 624–627. doi:10.1177/1557988316654138. ISSN 1557-9883. PMID 27316776. Archived from the original on 2021-02-12. Retrieved 2021-09-25.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Love, Lauren W.; Badri, Talel; Ramsey, Michael L. (2021). "Pearly Penile Papule". StatPearls. StatPearls Publishing. Archived from the original on 2020-11-11. Retrieved 2021-09-23.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "28. Dermal and subcutaneous tumors". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Elsevier. p. 616. ISBN 978-0-323-54753-6. Archived from the original on 2021-10-19. Retrieved 2021-10-19.
  4. ୪.୦ ୪.୧ Johnstone, Ronald B. (2017). "34. Fibrous tumors and tumor-like proliferations". Weedon's Skin Pathology Essentials (2nd ed.). Elsevier. p. 614. ISBN 978-0-7020-6830-0. Archived from the original on 2021-05-25. Retrieved 2021-09-24.
  5. Passos, Mauro Romero Leal (2017). "11. Differential diagnosis". Atlas of Sexually Transmitted Diseases: Clinical Aspects and Differential Diagnosis (in ଇଂରାଜୀ). Springer. p. 383. ISBN 978-3-319-57470-7. Archived from the original on 2022-06-10. Retrieved 2022-06-06.
  6. Kumar P, Das A, Savant SS (2015). "Multiple Shiny Papules on the Shaft of the Penis". Indian Journal of Dermatology (in English). 60 (3): 325. doi:10.4103/0019-5154.156491. PMC 4458986. PMID 26120199.{{cite journal}}: CS1 maint: unflagged free DOI (link) CS1 maint: unrecognized language (link)
  7. French, Kathy (2009). Sexual Health (in ଇଂରାଜୀ). Chichester: Wiley-Blackwell. pp. 31–32. ISBN 978-1-4051-6831-1. Archived from the original on 2021-09-25. Retrieved 2021-09-24.
  8. Li, Hongjun (28 August 2015). Radiology of Infectious Diseases: (in English). Springer. p. 405. ISBN 9789401798822. {{cite book}}: Unknown parameter |name-list-format= ignored (|name-list-style= suggested) (help)CS1 maint: unrecognized language (link)
  9. Honigman, AD; Dubin, DP; Chu, J; Lin, MJ (2020). "Management of Pearly Penile Papules: A Review of the Literature". Journal of cutaneous medicine and surgery. 24 (1): 79–85. doi:10.1177/1203475419887730. PMID 31690111.
  10. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0. {{cite book}}: Unknown parameter |name-list-format= ignored (|name-list-style= suggested) (help)
  11. Brown, Clarence W (8 July 2020). "Pearly Penile Papules: Background, Pathophysiology, Etiology". Medscape. Archived from the original on 20 October 2021. Retrieved 20 October 2021. {{cite web}}: |archive-date= / |archive-url= timestamp mismatch; 30 ଜୁନ 2021 suggested (help)
  12. Pattman, Richard; Snow, Michael; Handy, Pauline; Elawad, Babiker. Oxford handbook of genitourinary medicine, HIV, and AIDS. Vol. 13. {{cite book}}: Unknown parameter |name-list-format= ignored (|name-list-style= suggested) (help)