ମାଇଣ୍ଡ୍‌ଗେମ୍

ଉଇକିପିଡ଼ିଆ‌ରୁ
(Patnagarh (Odia Film)ରୁ ଲେଉଟି ଆସିଛି)
ମାଇଣ୍ଡ୍‌ଗେମ୍
ନିର୍ଦ୍ଦେଶକରାଜେଶ ଟ୍ରଚିଭର
ପ୍ରଯୋଜକଶ୍ରୀଧର ମାର୍ଥା
ସଂଳାପରବି ପୁନମ
ଚିତ୍ରନାଟ୍ୟରାଜେଶ ଟ୍ରଚିଭର
କାହାଣୀରାଜେଶ ଟ୍ରଚିଭର
କଳାକାରମନୋଜ ମିଶ୍ର
ପୁଷ୍ପା ପଣ୍ଡା
ଅତୁଲ କୁଲ୍‌କର୍ଣ୍ଣି
ଚିନ୍ମୟ ମିଶ୍ର
ସଙ୍ଗୀତଜର୍ଜ ଜୋସେଫ
ଚିତ୍ରଗ୍ରହଣଜେ.ଡି. ରାମ ତୁଳସୀ
ସମ୍ପାଦକକେ. ଶଶୀ କୁମାର
ମୁକ୍ତିଲାଭ ତାରିଖ
୬ ଅକ୍ଟୋବର ୨୦୨୩
କଥାଚିତ୍ରର ସମୟ
୧୨୮ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ
ହିନ୍ଦୀ
ତେଲୁଗୁ

ମାଇଣ୍ଡ୍‌ଗେମ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ବହୁଭାଷୀ ଭାରତୀୟ କଥାଚିତ୍ର, ଯାହାକି ଓଡ଼ିଆ (ଓଡ଼ିଆ ଓ ସମ୍ବଲପୁରୀ), ତେଲୁଗୁ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀଧର ମାର୍ଥା ।[୨] ଛବିତା ମାର୍ଥା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୨] ୨୦୧୮ ମସିହାରେ ଓଡ଼ିଶାର ପାଟଣାଗଡ଼ଠାରେ ଘଟିଥିବା ବୋମା ବିସ୍ଫୋରଣ ଘଟଣା ଉପରେ ଏହି କଥାଚିତ୍ରଟିର କାହାଣୀ ଆଧାରିତ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜେଶ ଟ୍ରଚିଭର ।[୩][୪] ଏହି କଥାଚିତ୍ରଟି ଉଭୟ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ନିର୍ମାଣ ହୋଇଥିଲା ।[୫][୬]

ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ଅତୁଲ କୁଲ୍‌କର୍ଣ୍ଣି, ଅନୁ ଚୌଧୁରୀ, ଚିତ୍ତରଞ୍ଜନ ତ୍ରିପାଠୀ, ଚିନ୍ମୟ ମିଶ୍ର, ଇଶିକା ସିଂହ, ସଞ୍ଜୁ ଶିବରାମ, ଅପ୍ସରା ରାଣୀ, ୟଶପାଲ ଶର୍ମା, ଶିଜୁ, ତନ୍ନିକେଲା ଭରଣୀ, ବିନ୍ନି ମୋବଷ୍ଟାଜ୍ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଜର୍ଜ ଜୋସେଫ ।

ମୁକ୍ତିଲାଭ[ସମ୍ପାଦନା]

ଏହି କଥାଚିତ୍ରଟି ୨୦୨୩ ମସିହାର ଅକ୍ଟୋବର ୬ ତାରିଖରେ ଓଡ଼ିଆ, ହିନ୍ଦୀ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା ।[୧୦][୧୧][୧୨]

ବିବାଦ[ସମ୍ପାଦନା]

୨୦୧୮ ମସିହାରେ ପ୍ରଥମେ ଏହି କଥାଚିତ୍ରଟିର ନାମ ପାଟଣାଗଡ଼ ରଖାଯାଇଥିଲା ।[୧୩] ୨୦୧୯ କଲିକତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହାର ସ୍କ୍ରିନିଂ ସମୟରେ ବିବାଦ ଦେଖାଦେଇଥିଲେ ଓ ଶେଷରେ ଏହାର ନାମ ପରିବର୍ତ୍ତନ କରାଯାଇ ମାଇଣ୍ଡ୍‌ଗେମ୍ ରଖାଯାଇଥିଲା ।[୧୪]

ଆଧାର[ସମ୍ପାଦନା]

  1. "ଅକ୍ଟୋବର ୭ରେ ମାଇଣ୍ଡ ଗେମ୍". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  2. ୨.୦ ୨.୧ ୨.୨ "ବୁଲେଟ୍ ରାଜା". ସମାଜ ରବିବାର. 20 May 2018. Retrieved 20 May 2018.[permanent dead link]
  3. ୩.୦ ୩.୧ "Patnagarh: Bi-lingual Movie Inspired by Infamous Parcel Bomb Case". Odisha Story. 27 July 2018. Archived from the original on 10 November 2019. Retrieved 29 July 2018.
  4. "Mind GameUA". The Times of India. ISSN 0971-8257. Retrieved 2023-10-06.
  5. "ସରପଞ୍ଚ ବାବୁ". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  6. "'ପାଟଣାଗଡ଼'କୁ ପ୍ରତୀକ୍ଷା". ସମାଜ (ରବିବାର) (in ଭୁବନେଶ୍ୱର). ଓଡ଼ିଶା. 3 February 2019. p. 8. Archived from the original on 8 February 2019. Retrieved 8 February 2019.{{cite news}}: CS1 maint: unrecognized language (link)
  7. Mohanty, Dikhyaa (29 April 2022). "'Mindgame', movie based on Patnagarh parcel bomb case Gets Approval from Censor Board". Interview Times (in ଆମେରିକୀୟ ଇଂରାଜୀ). Archived from the original on 6 October 2023. Retrieved 6 October 2023.
  8. Mishra, Debamitra (6 October 2023). "Breaking Boundaries: Bollywood Actor Atul Kulkarni Opens Up About His Debut Odia Film 'Mind Game'". Odisha Diary (in ଆମେରିକୀୟ ଇଂରାଜୀ). Archived from the original on 6 October 2023. Retrieved 6 October 2023.
  9. "ବାହାଘର ପାଇଁ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.{{cite news}}: CS1 maint: unrecognized language (link)
  10. Ganguly, Arindam (5 October 2023). "Mindgame is a true pan-India collaboration: Atul Kulkarni - OrissaPOST". OrissaPOST (in ଆମେରିକୀୟ ଇଂରାଜୀ). Archived from the original on 6 October 2023. Retrieved 6 October 2023.
  11. "2 Odia movies Mind Game and Kaincha Mali hit screens today". Prameya (English) (in ଇଂରାଜୀ). 6 October 2023. Archived from the original on 6 October 2023. Retrieved 6 October 2023.
  12. "ପ୍ରେକ୍ଷାଳୟରେ ଫ୍ରାଇଡେ ରିଲିଜ୍: 'ମାଇଣ୍ଡ୍ ଗେମ୍' ସହ 'କାଇଁଚ ମାଳି'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 6 October 2023. p. ୧୨. Archived from the original on 6 October 2023. Retrieved 6 October 2023.
  13. "Odia Crime Thriller 'Patnagarh' Turns 'Mindgame', To Be Screened At 27th Kolkata International Film Festival". Odisha Bytes (in ଆମେରିକୀୟ ଇଂରାଜୀ). 29 December 2021. Archived from the original on 6 October 2023. Retrieved 6 October 2023.
  14. "Odia Film 'Mindgame': The 'Great Expectations' Fall Flat". Odisha Bytes (in ଆମେରିକୀୟ ଇଂରାଜୀ). 2 May 2022. Archived from the original on 6 October 2023. Retrieved 6 October 2023.

ବାହାର ଆଧାର[ସମ୍ପାଦନା]