ପାରସ ମଦାନ
ଦେଖଣା
(Paras Madaanରୁ ଲେଉଟି ଆସିଛି)
ପାରସ ମଦାନ | |
|---|---|
| ଜନ୍ମ | |
| ଜାତୀୟତା | ଭାରତ |
| ଶିକ୍ଷା | ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୦୮–ଏବେଯାଏଁ |
ପାରସ ମଦାନ (ଜନ୍ମ: ୯ ମାର୍ଚ୍ଚ) ଜଣେ ଭାରତୀୟ ଅଭିନେତା ଓ ମଡେଲ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା । ସେ କୁବୁଲ ହୈ, ଘୁମ ହୈ କିସିକେ ପ୍ୟାର ମେଁ, ବେହଦ ୨ ଆଦି ଧାରାବାହିକରେ କାମ କରିବା ପାଇଁ ଜଣାଶୁଣା ।
ଅଭିନୟ ଜୀବନ
[ସମ୍ପାଦନା]ସେ ଦିଲ୍ଲୀରେ ଜଣେ ଥିଏଟର କଳାକାର ଭାବରେ କାର୍ଯ୍ୟ କରୁଥିଲେ । ସେ ଜଣେ ମଡେଲ୍ ଭାବରେ ଏମ୍ଟିଭି, ଟାଟା, ନେସ୍ଲେ ଭଳି ବ୍ରାଣ୍ଡର ବିଜ୍ଞାପନରେ କାମ କରିଛନ୍ତି । ସେ ଷ୍ଟାର ପ୍ଲସର ଧରାବାହିକ ନିଶା ଔର ଉସ୍କେ କଜନ୍ସରେ କାମ କରିଛନ୍ତି ।[୧][୨]
ଟେଲିଭିଜନ
[ସମ୍ପାଦନା]- ନାଥ – ରିସ୍ତୋଁ କୀ ଅଗ୍ନିପରୀକ୍ଷା
- ଘୁମ ହୈ କିସିକେ ପ୍ୟାର ମେଁ
- ବେହଦ ୨
- ଦିବ୍ୟ ଦୃଷ୍ଟି
- ହିରୋ ବର୍ଦ୍ଦିୱାଲା
- ହାଫ୍ ମେରେଜ୍
- ଲାଡୋ ୨
- ଜାଟ କୀ ଜଙ୍ଗ
- ସରୋଜିନୀ – ଏକ ନୟି ପେହାଲ
- ଲଭ୍ ବାଏ ଚାନ୍ସ
- ନିଶା ଔର ଉସ୍କେ କଜନ୍ସ୍
- କେଶବ ପଣ୍ଡିତ
- କିସ ଦେଶ ମେଁ ହୈ ମେରା ଦିଲ୍
- କବୁଲ ହୈ
- ହମାରି ସିଷ୍ଟର ଦିଦି
ଆଧାର
[ସମ୍ପାଦନା]- ↑ "Mohit Sehgal and Paaras Madaan in Rashmi Sharma's next". The Times of India.
- ↑ ""I am the most preferred cook among my friends!" – Paras Madaan". Urbanasian.com.