ପରମହଂସ

ଉଇକିପିଡ଼ିଆ‌ରୁ
(Paramahamsaରୁ ଲେଉଟି ଆସିଛି)
The swan is a symbol of purity and transcendence in Vedantic teaching.

ପରମହଂସ ମୂଳତଃ ଏକ ସଂସ୍କୃତ ଶବ୍ଦ , ଯାହାକି ହିନ୍ଦୁ ଧାର୍ମିକ ଆଧ୍ୟାତ୍ମବାଦ ଉପରେ ଆଧାରିତ ସର୍ବୋଚ୍ଚ ଉପାଧି । ଜ୍ଞାନ ଓ ଚେତନାର ପୂର୍ଣ୍ଣଚୈତନ୍ୟମୟ ସ୍ତରରେ ଅଧିଷ୍ଠିତ ଆଚାର୍ଯ୍ୟ, ଯୋଗୀ ବା ସନ୍ୟାସୀମାନଙ୍କୁ ଏହି ଉପାଧି ଦିଆଯାଇଥାଏ । ହଂସ ନିର୍ମଳ ଓ ଶୁଦ୍ଧତାର ପ୍ରତୀକ, ପଙ୍କୋକ୍ତ ଜଳ ବା ସ୍ଥଳ ଉଭୟ ସ୍ଥାନରେ ଯେପରି ଏହାର ନିର୍ମଳତା ସମାନ ରହେ , ସେହିପରି ଆଧ୍ୟାତ୍ମିକ ହେଉ ବ ସାଂସାରିକ ବିଷୟ ବାସନା ହେଉ , ଏହି ସ୍ତରର ସନ୍ୟାସୀମାନେ ସାକ୍ଷୀ ଭାବ ପୂର୍ଣ୍ଣ ସ୍ଥିତପ୍ରଜ୍ଞ ରହନ୍ତି (ସଂସାର ରୂପୀ ସମୁଦ୍ରରେ ରାଜ ହଂସ ପରି ବିହାର କରନ୍ତି ) ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

ଛାଞ୍ଚ:ସ୍ୱାମୀ ବିବେକାନନ୍ଦ