ପଞ୍ଚକୁଲା
ଦେଖଣା
(Panchkulaରୁ ଲେଉଟି ଆସିଛି)
Panchkula
पंचकुला ਪੰਚਕੂਲਾ | |
|---|---|
City | |
Yagya Shala, within the Mansa Devi temple complex | |
| Nickname: Chandigarh Tricity | |
| Country | |
| State | Haryana |
| District | Panchkula |
| Area | |
| • ସମୁଦାୟ | 816 km2 (315 sq mi) |
| Elevation | 365 m (1,198 ft) |
| Languages | |
| • Official | Hindi, Punjabi |
| Time zone | UTC+5:30 (IST) |
| PIN | 134 109 - 134 114 |
| Telephone code | 91-172 |
| ଯାନବାହାନ ପଞ୍ଚୀକରଣ | HR-03, HR-68, CH-01 |
| Website | panchkula |
ପଞ୍ଚକୁଲା ଏକ ଭାରତୀୟ ପୌର କମିଟି ଅଟେ । ଏହା ହରିଆଣାର ପଞ୍ଚ୍କୁଲ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପଞ୍ଚକୁଲା ୩୦.୬୯୧୫ ଉତ୍ତର ଅକ୍ଷାଂଶ ଓ ୭୬.୮୫୩୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୪୬ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଞ୍ଚକୁଲା ସହରର ମୋଟ ଜନସଂଖ୍ୟା ୩୦୮୮୭ ଅଟେ ।[୩] ସେଥି ମଧ୍ୟରୁ ୫୪.୪୮% ଜଣ ପରୁଷ ହୋଇଥିବା ବେଳେ ୪୫.୫୨% ଜଣ ନାରୀ ଅଟନ୍ତି । ପଞ୍ଚକୁଲାର ସାକ୍ଷରତା ହାର ୭୭.୮୫% ଅଟେ । ଏହା ଜାତୀୟ ହାରଠାରୁ -୧୩.୦୧% ପ୍ରତିଶତ କମ ଅଟେ । ସେଥିରୁ ୪୪.୩୦% ପ୍ରତିଶତ ପୁରୁଷ ଓ ୩୩.୫୫% ନାରୀ ଅଟନ୍ତି । ୧୧.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ପଞ୍ଚକୁଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.