ଓ ମାଇଁ ଲଭ୍
ଓ ମାଇଁ ଲଭ୍ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ପ୍ରଭାଂସୁ ସାମନ୍ତରାୟ |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ରାଜଦୀପ ଅର୍ଚ୍ଚିତା ସାହୁ ପିଣ୍ଟୁ ନନ୍ଦ ହରିହର ମହାପାତ୍ର କୁନା ତ୍ରିପାଠୀ ବିଜୟ ମହାନ୍ତି ତନ୍ଦ୍ରା ରାୟ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ରଞ୍ଜନ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓ ମାଇଁ ଲଭ୍ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାଂସୁ ସାମନ୍ତରାୟ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜଦୀପ ଏବଂ ଅର୍ଚ୍ଚିତା ସାହୁ ।[୩] ଅର୍ଚ୍ଚିତା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୪][୫] ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, କୁନା ତ୍ରିପାଠୀ, ବିଜୟ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା, ତନ୍ଦ୍ରା ରାୟ, ଗ୍ଲୋରିଆ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ରାଜଦୀପ
- ଅର୍ଚ୍ଚିତା ସାହୁ[୬]
- ପିଣ୍ଟୁ ନନ୍ଦ
- ହରିହର ମହାପାତ୍ର
- କୁନା ତ୍ରିପାଠୀ
- ବିଜୟ ମହାନ୍ତି
- ପ୍ରେମାଞ୍ଜନ ପରିଡ଼ା
- ତନ୍ଦ୍ରା ରାୟ
- ଗ୍ଲୋରିଆ ମହାନ୍ତି
- ପ୍ରକୃତି ମିଶ୍ର[୬]
- ଭୂପତି ତ୍ରିପାଠୀ[୭]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ।[୨] ବସନ୍ତରାଜ ସାମଲ, ବିଜୟ ମଲ୍ଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାର ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ । ବିଭୁ କିଶୋର, ତପୁ ମିଶ୍ର, ଇରା ମହାନ୍ତି, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଧୀରେ ଧୀରେ" | |
2. | "ଏଇ ବୋଧେ ପ୍ରେମ (ପୁରୁଷ)" | |
3. | "ଏଇ ବୋଧେ ପ୍ରେମ (ନାରୀ)" | |
4. | "ଝିଅକୁ ସଜେଇ ଦିଅ" | |
5. | "ଓଃ ମାଇଁ ଲଭ୍ (ଦୁଃଖ)" | |
6. | "ଓଃ ମାଇଁ ଲଭ୍ (ପୁରୁଷ)" | |
7. | "ଟିପି ଟିପି ଚନ୍ଦନକ" | |
8. | "ତୁ ସିଲି ସିଲି ଗାର୍ଲ" |
ଆଧାର
[ସମ୍ପାଦନା]- ↑ "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
- ↑ ୨.୦ ୨.୧ "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". Sambad. 7 September 2018. Archived from the original on 22 October 2021. Retrieved 7 September 2018.
- ↑ "ବର୍ଷାଙ୍କୁ ମିଳିଛି ଏହି ହିରୋଙ୍କ ସାଥ୍ ,କିନ୍ତୁ ଅର୍ଚ୍ଚିତାଙ୍କୁ ମିଳି ନାହିଁ !". sambad.in. 22 April 2018. Retrieved 6 June 2018.
- ↑ "ଜାଣନ୍ତି କି ! ଅର୍ଚ୍ଚିତା ଓ ବର୍ଷା ଏଯାଏଁ କରି ନାହାନ୍ତି ଏହି କାମ | Sambad". Sambad (in Odia). Odisha. 6 May 2018. Archived from the original on 16 October 2018. Retrieved 6 October 2018.
{{cite news}}
: CS1 maint: unrecognized language (link) - ↑ "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
- ↑ ୬.୦ ୬.୧ "ଦୁଇଥର ଏକାଠି ଆସିଛନ୍ତି ଏହି ଦୁଇ ଓଲିଉଡ଼୍ ନାୟିକା". sambad.in. 1 April 2018. Retrieved 2 April 2018.
- ↑ "ଯଦି ଆପଣଙ୍କୁ ସିନେମା ଓ ଧାରାବାହିକ ଭିତରୁ ଗୋଟିଏକୁ ଚୟନ କରିବାକୁ ପଡ଼େ ତେବେ କେଉଁଟିକୁ ବାଛିବେ ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2020. Archived from the original on 7 January 2022. Retrieved 7 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଓ ମାଇଁ ଲଭ୍