ଉତ୍ତର ଲକ୍ଷ୍ମୀପୁର

ଉଇକିପିଡ଼ିଆ‌ରୁ
(North Lakhimpurରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

North Lakhimpur
উত্তৰ লখিমপুৰ
city
Nickname: 
NLP
Country India
StateAssam
DistrictLakhimpur
Government
 • BodyNorth Lakhimpur Municipality Board
Area
 • ସମୁଦାୟ15 km2 (6 sq mi)
Elevation
101 m (331 ft)
Population
 (2011)[୧]
 • Total୫୯,୮୧୪
 • Density4,000/km2 (10,000/sq mi)
Time zoneUTC+5:30 (IST)
PIN
787001[୨]
Telephone code91-3752[୩]
ଯାନବାହାନ ପଞ୍ଚୀକରଣAS-07


ଉତ୍ତର ଲକ୍ଷ୍ମୀପୁର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଆସାମର ଲଖିମ୍ପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଉତ୍ତର ଲକ୍ଷ୍ମୀପୁର ୨୭.୨୩୭୨ ଉତ୍ତର ଅକ୍ଷାଂଶ ଓ ୯୪.୧୦୯୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୯୧ ଫୁଟ ଉଚ୍ଚତାରେ ରହିଛି ।[୪]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଉତ୍ତର ଲକ୍ଷ୍ମୀପୁର ସହରର ମୋଟ ଜନସଂଖ୍ୟା ୫୪୨୬୨ ଅଟେ ।[୫] ସେଥି ମଧ୍ୟରୁ ୫୩.୨୭% ଜଣ ପରୁଷ ହୋଇଥିବା ବେଳେ ୪୬.୭୩% ଜଣ ନାରୀ ଅଟନ୍ତି । ଉତ୍ତର ଲକ୍ଷ୍ମୀପୁରର ସାକ୍ଷରତା ହାର ୬୯.୦୩% ଅଟେ । ଏହା ଜାତୀୟ ହାରଠାରୁ -୪.୧୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୦୩% ପ୍ରତିଶତ ପୁରୁଷ ଓ ୩୦.୦୦% ନାରୀ ଅଟନ୍ତି । ୧୩.୧୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]

ଭାଷା[ସମ୍ପାଦନା]

ଅହମିଆ ଉତ୍ତର ଲକ୍ଷ୍ମୀପୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. India Post. "Pincode search - North Lakhimpur". Archived from the original on 2011-07-16. Retrieved 2008-07-28.
  3. Bharat Sanchar Nigam Ltd. "STD Codes for cities in Assam". Retrieved 2008-07-28.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]