ନୋହର

ଉଇକିପିଡ଼ିଆ ରୁ
(Nohar ରୁ ଲେଉଟି ଆସିଛି)
Jump to navigation Jump to search
Nohar
Nohar is located in Rajasthan
Nohar
Nohar
Location in Rajasthan, India
ଅବସ୍ଥିତି: 29°11′N 74°46′E / 29.18°N 74.77°E / 29.18; 74.77Coordinates: 29°11′N 74°46′E / 29.18°N 74.77°E / 29.18; 74.77
ଦେଶ India
ରାଜ୍ୟRajasthan
ଜିଲ୍ଲାHanumangarh
ଉଚ୍ଚତା186 m (610 ft)
ଜନସଂଖ୍ୟା (2011)[୧]
 • ମୋଟ୪୯
IST (UTC+5:30)

ନୋହର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ହନୁମନ୍‌‌ଗଡ଼ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନୋହର ୨୯.୧୮୨୯ ଉତ୍ତର ଅକ୍ଷାଂଶ ଓ ୭୪.୭୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନୋହର ସହରର ମୋଟ ଜନସଂଖ୍ୟା ୪୨୩୦୨ ଅଟେ ।[୩] ସେଥି ମଧ୍ୟରୁ ୫୨.୬୯% ଜଣ ପରୁଷ ହୋଇଥିବା ବେଳେ ୪୭.୩୧% ଜଣ ନାରୀ ଅଟନ୍ତି । ନୋହରର ସାକ୍ଷରତା ହାର ୬୧.୨୪% ଅଟେ । ଏହା ଜାତୀୟ ହାର ଠାରୁ ୩.୬୦% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୩% ପ୍ରତିଶତ ପୁରୁଷ ଓ ୨୪.୫୧% ନାରୀ ଅଟନ୍ତି । ୧୬.୩୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ନୋହରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]