ନିୱାଇ

ଉଇକିପିଡ଼ିଆ ରୁ
(Niwai ରୁ ଲେଉଟି ଆସିଛି)
Jump to navigation Jump to search
ନିୱାଇ ଗୋଶାଲା

ନିୱାଇ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ତୋଙ୍କ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିୱାଇ ସହରର ମୋଟ ଜନସଂଖ୍ୟା ୩୧୩୫୫ ଅଟେ ।[୧] ସେଥି ମଧ୍ୟରୁ ୫୨.୬୫% ଜଣ ପରୁଷ ହୋଇଥିବା ବେଳେ ୪୭.୩୫% ଜଣ ନାରୀ ଅଟନ୍ତି । ନିୱାଇର ସାକ୍ଷରତା ହାର ୬୩.୫୦% ଅଟେ । ଏହା ଜାତୀୟ ହାର ଠାରୁ ୧.୩୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୧୨% ପ୍ରତିଶତ ପୁରୁଷ ଓ ୨୪.୩୮% ନାରୀ ଅଟନ୍ତି । ୧୫.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ହିନ୍ଦୀ ନିୱାଇର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]