ନିମ୍ବାହେରା

ଉଇକିପିଡ଼ିଆ ରୁ
(Nimbahera ରୁ ଲେଉଟି ଆସିଛି)
Jump to navigation Jump to search
Nimbaher
(Cement City)
city
Nimbaher is located in Rajasthan
Nimbaher
Nimbaher
Location in Rajasthan, India
ଅବସ୍ଥିତି: 24°37′N 74°41′E / 24.62°N 74.68°E / 24.62; 74.68Coordinates: 24°37′N 74°41′E / 24.62°N 74.68°E / 24.62; 74.68
ଦେଶ India
ରାଜ୍ୟRajasthan
ଜିଲ୍ଲାChittorgarh
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା437 m (1,434 ft)
ଜନସଂଖ୍ୟା (2013)
 • ମୋଟ୮୬
 • ଘନତା/km2 (9,300/sq mi)
ଭାଷା
 • ସରକାରୀHindi
IST (UTC+5:30)
ପିନ କୋଡ଼312601,312617 (Kailash Nagar)

ନିମ୍ବାହେରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଚିତ୍ତଉର୍‌‌ଗଡ଼ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନିମ୍ବାହେରା ୨୪.୬୨୪୧ ଉତ୍ତର ଅକ୍ଷାଂଶ ଓ ୭୪.୬୮୬୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିମ୍ବାହେରା ସହରର ମୋଟ ଜନସଂଖ୍ୟା ୫୩୩୨୩ ଅଟେ ।[୨] ସେଥି ମଧ୍ୟରୁ ୫୧.୬୩% ଜଣ ପରୁଷ ହୋଇଥିବା ବେଳେ ୪୮.୩୭% ଜଣ ନାରୀ ଅଟନ୍ତି । ନିମ୍ବାହେରାର ସାକ୍ଷରତା ହାର ୬୭.୨୫% ଅଟେ । ଏହା ଜାତୀୟ ହାର ଠାରୁ ୨.୪୧% ପ୍ରତିଶତ କମ ଅଟେ । ସେଥିରୁ ୩୮.୯୯% ପ୍ରତିଶତ ପୁରୁଷ ଓ ୨୮.୨୬% ନାରୀ ଅଟନ୍ତି । ୧୫.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ନିମ୍ବାହେରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]