ନିଲାଙ୍ଗା

ଉଇକିପିଡ଼ିଆ ରୁ
(Nilanga ରୁ ଲେଉଟି ଆସିଛି)
Jump to navigation Jump to search
Nilanga
town
Nilanga is located in Maharashtra
Nilanga
Nilanga
Location in Maharashtra, India
ଅବସ୍ଥିତି: 18°06′58″N 76°45′09″E / 18.11611°N 76.75250°E / 18.11611; 76.75250Coordinates: 18°06′58″N 76°45′09″E / 18.11611°N 76.75250°E / 18.11611; 76.75250
ଦେଶ India
ରାଜ୍ୟMaharashtra
ଜିଲ୍ଲାLatur
TalukaNilanga
ଉଚ୍ଚତା583 m (1,913 ft)
ଜନସଂଖ୍ୟା (2011)
 • ମୋଟ୩୬,୧୧୨[୧]
ଭାଷା
 • ସରକାରୀMarathi
IST (UTC+5:30)
Lok Sabha constituencyLatur
Vidhan Sabha constituencyNilanga[୨]

ନିଲାଙ୍ଗା ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ମହାରାଷ୍ଟ୍ରର ଲତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନିଲାଙ୍ଗା ୧୮.୧୧୬୮ ଉତ୍ତର ଅକ୍ଷାଂଶ ଓ ୭୬.୭୫୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୨ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିଲାଙ୍ଗା ସହରର ମୋଟ ଜନସଂଖ୍ୟା ୩୧୬୬୦ ଅଟେ ।[୪] ସେଥି ମଧ୍ୟରୁ ୫୨.୦୩% ଜଣ ପରୁଷ ହୋଇଥିବା ବେଳେ ୪୭.୯୭% ଜଣ ନାରୀ ଅଟନ୍ତି । ନିଲାଙ୍ଗାର ସାକ୍ଷରତା ହାର ୬୫.୮୭% ଅଟେ । ଏହା ଜାତୀୟ ହାର ଠାରୁ ୧.୦୩% ପ୍ରତିଶତ କମ ଅଟେ । ସେଥିରୁ ୩୮.୩୫% ପ୍ରତିଶତ ପୁରୁଷ ଓ ୨୭.୫୨% ନାରୀ ଅଟନ୍ତି । ୧୪.୯୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ମରାଠୀ ନିଲାଙ୍ଗାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Nilanag city population". census2011. Retrieved 19 July 2015.
  2. "Assembly Constituencies-Post delimitation: Maharashtra: Latur District" (PDF). National Informatics Centre, Government of India.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]