ନୀଳାମ୍ବର ରାୟଗୁରୁ

ଉଇକିପିଡ଼ିଆ‌ରୁ
(Nilambar Raiguruରୁ ଲେଉଟି ଆସିଛି)
ନୀଳାମ୍ବର ରାୟଗୁରୁ
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୩
ପୂର୍ବ ଅଧିକାରୀଦଉଲତ ଗଣ୍ଡ
ପର ଅଧିକାରୀଦୌଲତ ବାଘ
ନିର୍ବାଚନ ମଣ୍ଡଳୀସୋନପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1927-04-19)୧୯ ଅପ୍ରେଲ ୧୯୨୭
ମୃତ୍ୟୁ୨୮ ଜୁଲାଇ ୧୯୯୭(1997-07-28) (ବୟସ ୭୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀରାଜେଶ୍ୱରୀ ରାୟଗୁରୁ
ବାପା/ବୋଉକାଶିନାଥ ରାୟଗୁରୁ (ବାପା)
ବୃତ୍ତିରାଜନୀତିଜ୍ଞ

ନୀଳାମ୍ବର ରାୟଗୁରୁ (୧୯ ଅପ୍ରେଲ ୧୯୨୭ - ୨୮ ଜୁଲାଇ ୧୯୯୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୭ ଓ ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନୀଳାମ୍ବର ରାୟଗୁରୁ ୧୯୨୭ ମସିହାର ଅପ୍ରେଲ ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାଶିନାଥ ରାୟଗୁରୁ ଓ ପତ୍ନୀଙ୍କ ନାମ ରାଜେଶ୍ୱରୀ ରାୟଗୁରୁ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ନୀଳାମ୍ବର ରାୟଗୁରୁ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ନୀଳାମ୍ବର ରାୟଗୁରୁ ୧୯୯୭ ମସିହାର ଜୁଲାଇ ୨୮ ତାରିଖରେ ୭୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Nilambar Raiguru". odishaassembly.nic.in. Odisha Assembly. Retrieved 19 August 2021.