ନେପା‌‌ନଗର

ଉଇକିପିଡ଼ିଆ‌ରୁ
(Nepanagarରୁ ଲେଉଟି ଆସିଛି)

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nepanagar
नेपानगर
Town
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାBurhanpur
Population
 (2011)[୧]
 • Total୨୯,୬୮୨
Time zoneUTC+5:30 (IST)

ନେପା‌‌ନଗର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ଏଅସ୍ତ୍ ନିମର୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନେପା‌‌ନଗର ସହରର ମୋଟ ଜନସଂଖ୍ୟା ୩୧୬୫୮ ଅଟେ ।[୨] ସେଥି ମଧ୍ୟରୁ ୫୧.୫୬% ଜଣ ପରୁଷ ହୋଇଥିବା ବେଳେ ୪୮.୪୪% ଜଣ ନାରୀ ଅଟନ୍ତି । ନେପା‌‌ନଗରର ସାକ୍ଷରତା ହାର ୬୯.୧୨% ଅଟେ । ଏହା ଜାତୀୟ ହାରଠାରୁ ୪.୨୮% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୯% ପ୍ରତିଶତ ପୁରୁଷ ଓ ୨୯.୩୩% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ନେପା‌‌ନଗରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]